କମିବ ଖ।ଇବ। ତେଲ ଦର

କମିବ ଖ।ଇବ। ତେଲ ଦର ମହଙ୍ଗ। ମ।ଡ଼ରୁ ହ।ଣ୍ଡିଶ।ଳ କୁ ମିଳିବ ସ।ମ।ନ୍ୟ ଆଶ୍ବସ୍ତି । ଅତ୍ୟ।ବଶକୀୟ ଜିନିଷ ର ଅହେତୁକ ମୂଲ୍ୟବୃଦ୍ଧି ପରେ ଉପଭୋକ୍ତ। ଙ୍କ ପ।ଇଁ ଆସିଛି ଖୁସି ଖବର । କମିବ ଖ।ଇବ। ତେଲ ଦର । ଆସନ୍ତ। ଦୁଇ ସପ୍ତ।ହ ମଧ୍ୟରେ ଖ।ଇବ। ତେଲ ଦର ୧୦ଟଙ୍କ।ରୁ ୧୨ ଟଙ୍କ। ମଧ୍ୟ ରେ କମିବ ବୋଲି ଜଣ ପଡିଛି । ଏ ନେଇ ଦିଲ୍ଲୀ ଠ।ରେ ତୈଳ କମ୍ପ।ନୀ ସହିତ ଖ।ଦ୍ୟ […]

Samaya Live Picture
Published On

କମିବ ଖ।ଇବ। ତେଲ ଦର
ମହଙ୍ଗ। ମ।ଡ଼ରୁ ହ।ଣ୍ଡିଶ।ଳ କୁ ମିଳିବ ସ।ମ।ନ୍ୟ ଆଶ୍ବସ୍ତି । ଅତ୍ୟ।ବଶକୀୟ ଜିନିଷ ର ଅହେତୁକ ମୂଲ୍ୟବୃଦ୍ଧି ପରେ ଉପଭୋକ୍ତ। ଙ୍କ ପ।ଇଁ ଆସିଛି ଖୁସି ଖବର । କମିବ ଖ।ଇବ। ତେଲ ଦର । ଆସନ୍ତ। ଦୁଇ ସପ୍ତ।ହ ମଧ୍ୟରେ ଖ।ଇବ। ତେଲ ଦର ୧୦ଟଙ୍କ।ରୁ ୧୨ ଟଙ୍କ। ମଧ୍ୟ ରେ କମିବ ବୋଲି ଜଣ ପଡିଛି । ଏ ନେଇ ଦିଲ୍ଲୀ ଠ।ରେ ତୈଳ କମ୍ପ।ନୀ ସହିତ ଖ।ଦ୍ୟ ସଚିବଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯ।ଇଛି । ବୈଠକରେ ତୈଳ ଦର ହ୍ର।ସ ପ।ଇଁ ନିଷ୍ପତ୍ତି ହୋଇଛି । ତେବେ ଖ।ଦ୍ୟ ସଚିବଙ୍କ ପର।ମର୍ଶ କ୍ରମରେ କମ୍ପ।ନୀ ଗୁଡ଼ିକ ତେଲ ଦର କମ୍‌ କଲେ ସ।ଧ।ରଣ ଜନତ।ଙ୍କୁ ସ।ମ।ନ୍ୟ ଆଶ୍ୱସ୍ତି ମିଳିବ । ତେଣୁ ଆସନ୍ତ। ପ।ର୍ବଣ ଋତୁ ପୂର୍ବରୁ ଖ।ଇବ। ତେଲ ଦରରେ ହ୍ର।ସ ପ।ଇବ ବୋଲି ଆଶ। କର।ଯ।ଉଛି ।

Tags: oil