Bus service in Odisha in lockdown
ଓଡ଼ିଶା 

ସୋମବାର ସବୁ ଜିଲ୍ଲାକୁ ବସ୍‌; କଟକ-ଭୁବନେଶ୍ୱରରେ ଚାଲିବ ମୋ ବସ୍‌

ସୋମବାର ସବୁ ଜିଲ୍ଲାକୁ ବସ୍‌; କଟକ-ଭୁବନେଶ୍ୱରରେ ଚାଲିବ ମୋ ବସ୍‌ Edited by Papu Mohanty ଭୁବନେଶ୍ୱର : ମେ ୨୪: ରାଜ୍ୟରେ ସବୁ ଜିଲ୍ଲାକୁ ଚାଲିବ ବସ୍‌ । ଏଣିକି ଭୁବନେଶ୍ୱର ସମେତ ବିଭିନ୍ନ ସହରକୁ ଗଡ଼ିବ ବସ୍‌ । କେବଳ ବସ୍‌ ନୁହଁ, ଅଟୋରିକ୍ସା, ଓଲା, ଉବର ଆଦି ଟାକ୍ସି ଅପରେଟର୍‌ ଦିନରାତି ସେବା ଯୋଗାଇବେ । ତେବେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି ବସ୍‌ ଚଳାଚଳକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ସୋମବାରଠୁ ବସ୍‌ ଚଳାଇବା ସମ୍ଭବ ନୁହେଁ । ବସ୍‌ […]
Read More...

Advertisement