Burla testing positive
ଓଡ଼ିଶା 

ବଦଳୁଛି କରୋନାର ଲକ୍ଷଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବଦଳୁଛି କରୋନାର ଲକ୍ଷଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର: ନଭେମ୍ବର ୨୫: କରୋନା ଏବେ ଲକ୍ଷଣ ବଦଳାଉଛି । ଏଣୁ ସାରଧାରଣ ଥଣ୍ଡା ଜର ହେବା ମାତ୍ରେ ଟେଷ୍ଟ କରିବାର ଉଚିତ୍‌ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟେଷ୍ଟ କରାଇ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ହୋଇପାରିବା ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ବହୁ ଲୋକ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରୁନଥିବା ନଜର ଆସୁଛି । ଏହା ଆଗାମୀ ଦିନରେ ବଡ଼ ବିପଦ […]
Read More...

Advertisement