buffalo
Feature 

ମଇଁଷି ନାମରେ ଥାନାରେ ଏତଲା !

ମଇଁଷି ନାମରେ ଥାନାରେ ଏତଲା ! ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଅଜବ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ କୃଷକ ତାଙ୍କ ମଇଁଷି ନାମରେ ଥାନାରେ ଏତଲା ଦେଇଛନ୍ତି । କଥାଟି ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସତ । ମଧ୍ୟପ୍ରଦେଶର ଜଣେ କୃଷକଙ୍କର ମଇଁଷିଟି କ୍ଷୀର ଦେବାକୁ ମନା କରିବାରୁ ସେ ତାକୁ ଥାନାକୁ ଆଣିଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ । ଗତ କିଛି ଦିନ ଧରି ମଇଁଷିଟି ତାଙ୍କୁ କ୍ଷୀର ଦେଉନଥିବାରୁ ସେ ବାଧ୍ୟ ହୋଇ […]
Read More...
Feature 

ମଇଁଷିରେ ଗଲେ ପ୍ରାର୍ଥୀ

ମଇଁଷିରେ ଗଲେ ପ୍ରାର୍ଥୀ ବିହାର: ସେପ୍‌ଟେମ୍ବର ୧୩: ପଞ୍ଚାୟତ ନିର୍ବାଚନ ପାଇଁ ବିହାରରେ ଜୋରଦାରରେ ପ୍ରଚାରପ୍ରସାର ଚାଲିଛି । ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଭୋଟରଙ୍କୁ ପ୍ରଲୋଭିତ କରିବାରେ ଲାଗିଛନ୍ତି । ଏପରିପ୍ରେକ୍ଷୀରେ ନିକଟରେ ଜଣେ ପ୍ରାର୍ଥୀଙ୍କ ଅଜବ ପ୍ରଚାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଟିହାର ଜିଲ୍ଲାରେ ଜଣେ ପ୍ରାର୍ଥୀ ସୁସଜ୍ଜିତ ମଇଁଷିରେ ବସି ନାମାଙ୍କନ କରିବାକୁ ପହଞ୍ଚିଥିଲେ, ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଛନ୍ତି । କଟିହାର ହସନଗଞ୍ଜର ହଥିୟା ଦିୟାରା ରାମପୁର ପଞ୍ଚାୟତର […]
Read More...

Advertisement