BUDDHIST CULTURE AND HERITAGE'S INAGURATION DID BY MODI
ଦେଶ- ବିଦେଶ 

ବୁଦ୍ଧିଷ୍ଟ କଲଚର ଆଣ୍ଡ ହେରିଟେଜର ଶିଳାନ୍ୟାସ କଲେ ମୋଦି

ବୁଦ୍ଧିଷ୍ଟ କଲଚର ଆଣ୍ଡ ହେରିଟେଜର ଶିଳାନ୍ୟାସ କଲେ ମୋଦି ନେପାଳ: ମଇ ୧୭: ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍‌ ବୁଦ୍ଧିଷ୍ଟ କଲଚର ଆଣ୍ଡ ହେରିଟେଜର ଶିଳାନ୍ୟାସ । ଦିନିକିଆ ନେପାଳ ଗସ୍ତରେ ଯାଇ ଲୁମ୍ବିନୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍‌ ବୁଦ୍ଧିଷ୍ଟ କଲcର ଆଣ୍ଡ ହେରିଟେଜ୍‌ ସେଣ୍ଟରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ନେପାଳ ପ୍ରତିପକ୍ଷ ଶେର୍‌ ବାହାଦୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ […]
Read More...

Advertisement