BS Yediyurappa
ଦେଶ- ବିଦେଶ 

ରାଜନୀତିରୁ ୟେଦୁରପାଙ୍କ ଅବସର, ପୁଅ ବିଜୟେନ୍ଦ ଉତ୍ତରାଧିକାରୀ

ରାଜନୀତିରୁ ୟେଦୁରପାଙ୍କ ଅବସର, ପୁଅ ବିଜୟେନ୍ଦ ଉତ୍ତରାଧିକାରୀ ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ଚାରି ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରªା ଆଜି ରାଜନୀତିରୁ ତାଙ୍କର ଅବସର ଘୋଷଣା କରିଛନ୍ତି । ଏଥିସହ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦ୍ୱିତୀୟ ପୁତ୍ର ବିଜୟେନ୍ଦ୍ର ଶିମୋଗା ଜିଲ୍ଲାର ସେମାନଙ୍କ ପରିବାରର ଗଡ଼ ଭାବେ ପରିଚିତ ଶିକାରୀପୁରା ବିଧାନସଭା ଆସନରୁ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ମଧ୍ୟ କହିଛନ୍ତି । ନିର୍ବାଚନ ରାଜନୀତିରୁ ତାଙ୍କର ଅବସର ସଂପର୍କରେ ସୂଚନା ଦେଇ ଶ୍ରୀ ୟେଦୁରପା […]
Read More...

Advertisement