Brown Sugar seized
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଜଳେଶ୍ୱରରୁ ୫ କୋଟି ଟଙ୍କ।ର ବ୍ର।ଉନସୁଗ।ର ଜବତ
Published On
By Samaya Live
ଜଳେଶ୍ୱର: ଜାନୁଆରୀ ୦୮: ରାଜ୍ୟରେ ପୁଣି ଧଳା ଜହର କାରବାର। ଜଳେଶ୍ୱରରୁ ୫ କୋଟି ଟଙ୍କ।ର ବ୍ର।ଉନସୁଗ।ର ଜବତ । ଘଟଣ।ରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ପୋଲିସ ପାଖରେ ଗୁଇନ୍ଦ। ସୂଚନ। ମିଳିବା ପରେ ପୋଲିସ ଲଗ।ତର ବ୍ର।ଉନସୁଗ।ର ବେପ।ରୀଙ୍କୁ ଧରିବ। ପ।ଇଁ ପ୍ଲ।ନ୍ ପ୍ରସ୍ତୁତ କରିଥିଲ। । ଏହି କ୍ରମରେ ଜଳେଶ୍ୱର ଅଞ୍ଚଳରୁ ୫କୋଟି ଟଙ୍କ।ର ବ୍ର।ଉନସୁଗ।ର ଜବତ ହୋଇଛି। ତେବେ ଏହି ଗ୍ୟାଙ୍ଗକୁ ପଶ୍ଚିମବଙ୍ଗରୁ ବ୍ର।ଉନସୁଗ।ର ଆଣୁଥିବ। ବେଳେ […]
ଭଦ୍ରକ ନିକଟରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ; ୪ ଗିରଫ
Published On
By Samaya Live
ଭଦ୍ରକ : ଜୁଲାଇ ୧୭: ଭଦ୍ରକ ପୋଲିସ ଚରମ୍ପା ନିକଟରେ 1 କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଲକଡାଉନ ଏବଂ କୋଭିଡ-୧୯ ସୁରକ୍ଷା ନିୟମ କାର୍ଯ୍ୟରେ ନିଯୁକ୍ତ ପୋଲିସ ଧାମରା ରେଳବାଇ ଓଭରବ୍ରିଜ୍ ଅନ୍ତର୍ଗତ NH-16 ର ଚରମ୍ପା ନିକଟରେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ନେଇ ଯାଉଥିବା ଏକ ଅଟୋ-ରିକ୍ସାକୁ ଅଟକାଇଥିଲା। ସନ୍ଦେହ ହେବାରୁ, ପୋଲିସ ଗାଡିରେ ଖୋଜାଖୋଜି କରି 1,090 ଗ୍ରାମ ଓଜନର ଆମଦାନୀ ଓ ରପ୍ତାନି ନିଷିଦ୍ଧ […]
ଖୋର୍ଦ୍ଧା ପୁଲିସର ବଡ ସଫଳତା; ୩କୋଟିର ବ୍ରାଉନସୁଗାର, ଅଭିଯୁକ୍ତ ଗିରଫ
Published On
By Samaya Live
ଖୋର୍ଦ୍ଧା : ଜୁଲାଇ ୯: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗ୍ରାମରେ ଘଟିଥିବା ଲାଲା ପ୍ରଧାନ ହତ୍ୟା ଘଟଣାରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ୍ ଆଜି ଅନ୍ୟଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନିୟ ଭାଲିଆବାଡି ଗ୍ରାମର ମନୋରଞ୍ଜନ ସାହୁ (୨୦) । ତା ନିକଟରୁ ଗୋଟିଏ ୟାମା ମୋଟରସାଇକେଲ ରେଜିଷ୍ଟ୍ରେସନ୍ ନଂ.ଓଡ଼ି-୩୩-ଜେଡ଼-୫୭୬୨, ୩ କି.ଗ୍ରା. ୬୦୨ ଗ୍ରାମ୍ ବ୍ରାଉନସୁଗାର ଯାହାର ଆନୁମାନିକ ମୁଲ୍ୟ ୩ କୋଟି ୫୦ ହଜାର ଟଙ୍କା, […]

