British Prime Minister Rishi Sunak
ଦେଶ- ବିଦେଶ 

ତିନି ଦିନ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ତିନି ଦିନ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ବାଲି ଗସ୍ତରେ ଯିବେ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ ଆୟୋଜନ ହେବ । ଏବେ ଇଣ୍ଡୋନେସିଆ ଏହାର ଅଧ୍ୟକ୍ଷତା କରୁଛି । ଭାରତ ବିଧିବଦ୍ଧ ଭାବେ ଇଣ୍ଡୋନେସିଆଠାରୁ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା […]
Read More...
ଦେଶ- ବିଦେଶ 

ନଭେମ୍ବରରେ ମୋଦି ଓ ସୁନକଙ୍କ ଭେଟ

ନଭେମ୍ବରରେ ମୋଦି ଓ ସୁନକଙ୍କ ଭେଟ ଦିଲ୍ଲୀ:ବ୍ରିଟେନ୍‌ର ନୂଆ ଭାବେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବା ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହୋଇଛନ୍ତି । ଗୁରୁବାର ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ସହମତି ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ନଭେମ୍ବର ମଧ୍ୟଭାଗରରେ ବାଲିରେ ଜି-୨୦ ସମ୍ମିଳନୀ ବୈଠକ ହେବ । ସେହି ବୈଠକ ଅବସରରେ ସୁନକ ଓ ମୋଦି ପରସ୍ପରକୁ ବ୍ୟକ୍ତିଗତ ଭାବେ […]
Read More...

Advertisement