breaking news in odia
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଫଗାନିସ୍ଥାନକୁ ଘାରିଲାଣି ଅନାହାର ଚିନ୍ତା
Published On
By Samaya Live
କାବୁଲ: ସେପ୍ଟେମ୍ବ ୧୮: ଆଫଗାନିସ୍ଥାନରେ ତାଲିବାନର କବଜା ପରେ ସେଠାରେ ଥିବା ଦୋକାନ ବଜାର, କାରଖାନା ଆଦି ବ୍ୟବସାୟ ଠପ୍ ହୋଇଯାଇଛି । ବଦଳି ଯାଇଛି ସେଠାକାର ଦୃଶ୍ୟ । ପରିସ୍ଥିତି ସଙ୍ଗୀନ ହୋଇ ଉଠିଛି । ଲୋକମାନେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି । ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନର ଲୋକମାନେ ଦିନ କାଟୁଛନ୍ତି । ପୂରା ଦେଶରେ ଖେଳିଯାଇଛି ହାହାକାର । ନିଜ ପରିବାର ଓ ପିଲାମାନଙ୍କୁ ଦୁଇ ମୁଠା ଖାଇଦେବାକୁ ଲୋକମାନଙ୍କ […]
ମୁଦ୍ରା ବଜାରରେ ଖସୁଛି ପାକ୍ ମୁଦ୍ରାର ମୂଲ୍ୟ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୬ : ଆଫଗାନିସ୍ଥାନରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନ ଉପରେ ବିପଦ ପଡ଼ିଛି । ବିଶ୍ୱ ମୁଦ୍ରା ବଜାରରେ ପାକ୍ ମୁଦ୍ରାର ମୂଲ୍ୟ ଲଗାତର ଭାବେ ହ ୍ରାସ ପାଇବାରେ ଲାଗିଛି । ଡଲାର ତୁଳାନରେ ପାକ୍ ମୁଦ୍ରାର ମୂଲ୍ୟ ଖସୁଛି । ପ୍ରଥମରୁ ପାକିସ୍ତାନ ଅର୍ଥନୀତି ସଙ୍କଟରେ ରହିଥିଲା । ପୁଣି ଏକ ନୂଆ ସଙ୍କଟ ଦେଖିବା ପରେ ଏବେ ଇମରାନଙ୍କ ଚିନ୍ତା ବଢିଯାଇଛି । ପାକ୍ର ଏକ ଗଣମାଧ୍ୟମ ଅନୁସାରେ, […]
କେବିକେ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ସରକାରଙ୍କ ଧୂଆଁବାଣ
Published On
By Samaya Live
ବଲାଙ୍ଗିର,ସେପ୍ଟେମ୍ବର ୯ : କେବିକେ ଅଞ୍ଚଳରେ ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଗତ ୨୦୧୪ରେ ରାଜ୍ୟସରକାର ଘୋଷଣା କରଥିଲେ । ସେହି ଦିନରୁ କେବିକେ ଅଞ୍ଚର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ ସ୍ଥାପନ କରିବାକୁ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ହୋଇଛି । ରାଜ୍ୟର ତତକାଳିନ କୃଷିମନ୍ତ୍ରୀ ମଧ୍ୟ ବଲାଙ୍ଗିର ଗସ୍ତ ସମୟରେ ସରକାର ଏହାକୁ ବିଚାର କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ । ଜିଲ୍ଲାର ବିଧାୟକଗଣ,ସାଂସଦ ଏନେଇ ସରକାରଙ୍କ ପାଖରେ ଦାବି […]
ଆଫଗାନିସ୍ଥାନରେ ପାକ୍ ବିରୋଧୀ ରାଲି : ଗୁଳିଚାଳନା କଲା ତାଲିବାନ
Published On
By Samaya Live
କାବୁଲ: ସେପ୍ଟେମ୍ବର ୭: ତାଲିବାନ ପୁଣି ଥରେ ଆଫଗାନିସ୍ଥାନ ନାଗରିକଙ୍କ ଉପରେ କùରତା ପ୍ରଦର୍ଶନ କରିଛି । ପଞ୍ଜଶିରରେ ପାକିସ୍ତାନ ଡ୍ରୋନ୍ ଓ ବୋମା ମାଡ଼ କରିଥିବା ଘଟଣାକୁ ନେଇ ବିରେଧ କରୁଥିବା ଆଫଗାନ ନାଗରିକଙ୍କ ଉପରେ ତାଲିବାନ ଗୁଳିଚାଳନା କରିଛି । ସୂଚନା ଅନୁସାରେ, ଆଜି ଆଫଗାନିସ୍ଥାନର ଅଲଗା ଅଲଗା ସ୍ଥାନରେ ପାକ୍ ବିରୋଧୀ ରାଲି ହୋଇଛି । କାବୁଲ ରାଷ୍ଟ୍ରପତି ପ୍ୟାଲେସ୍ ପାଖରେ ଚାଲୁଥିବା ବଡ଼ ଧରଣର ରାଲି ଉପରକୁ ତଲିବାନ ଯୋଦ୍ଧାମାନେ ଗୁଳିଚାଳନା […]
ଆଫଗାନିସ୍ଥାନରେ ଆରମ୍ଭ ହେଲା ଶିକ୍ଷା ବ୍ୟବସ୍ଥା :ସାମ୍ନାକୁ ଆସିଲା ଏମିତି ଦୃଶ୍ୟ
Published On
By Samaya Live
କାବୁଲ: ସେପ୍ଟେମ୍ବର ୬: ତାଲିବାନର ଆଫଗାନିସ୍ଥାନ କବଜା ପରେ ଏବେ ତାଲିବାନ ଶିକ୍ଷାମନ୍ତ୍ରାଳାୟ ପକ୍ଷରୁ ଏକ ସୂଚନା ଜାରି କରାଯାଛି । ସୂଚନା ଅନୁସାରେ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରୀଙ୍କ ପାଇଁ ଅଲଗା ଶିକ୍ଷାଗୃହ ଏବଂ ଛାତ୍ରଙ୍କ ପାଇଁ ଅଲଗା ଶିକ୍ଷାଗୃହର ବ୍ୟବସ୍ଥା କରାଯିବ । ଯଦି ଶ୍ରେଣୀ ଗୃହର ଅଭାବ ଦେଖାଯାଏ, ତେବେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ପରଦା ବ୍ୟବହାର କରାଯିବ । ତାଲିବାନ ଶିକ୍ଷାମନ୍ତ୍ରାଳାୟର ଏହି ସୂଚନା ପରେ ନିୟମ ଅନୁସାରେ ଆଫଗାନିସ୍ଥାନର […]
୨୪ ଘଣ୍ଟାରେ ଦେଶରେ ୪୨, ୬୧୮ ସଂକ୍ରମିତ ଓ ୩୬,୩୮୫ ସୁସ୍ଥ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨, ୬୧୮ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫ ହଜାର ୬୮୧ ରହିଛି । ସୁସ୍ଥତା ହାର ୯୭.୪୩ ପ୍ରତିଶତ ରହିଥିଲା ବେଳେ ଗତ ୨୪ ଘଣ୍ଟାରେ ୩୬, ୩୮୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୨୧,୦୦,୦୦୧ ଜଣ କରୋନାରୁ ସୁସ୍ଥ […]
ଆମେରିକାର ଉତ୍ତର-ପୂର୍ବରେ ‘ଇଡା’ର ପ୍ରଳୟ, ୪୫ ମୃତ
Published On
By Samaya Live
ଆମେରିକା: ସେପ୍ଟେମ୍ବର ୩ : ଉତ୍ତର-ପୂର୍ବ ଆମେରିକାରେ ‘ଇଡା’ ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତ୍ରିରେ ବାତ୍ୟା ଇଡାରେ ଆମେରିକାରେ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ନଦୀରେ ବନ୍ୟା ଆସି ନୁ୍ୟୟର୍କ ଓ ମାମାରୋନେକ୍ ସହରରେ ପାଣି ପଶିଯାଇଛି । ମେରିଲ୍ୟାଣ୍ଡରୁ ନୁ୍ୟୟର୍କ ସହର ପର୍ଯ୍ୟନ୍ତ ଅତି କମ୍ରେ ୪୫ ଜଣଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ନୁ୍ୟୟର୍କରେ ପ୍ରାୟ ୧୨ ଜଣଙ୍କର ମୃତୁ୍ୟ […]
୭୯ ହଜାର ଟଙ୍କାରେ ମହାକାଶ ଯାତ୍ରା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୩ : ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । କେବଳ ୭୯ ହଜାର ଟଙ୍କାରେ ଆପଣ ମହାକାଶ ଯାତ୍ରା କରିପାରିବେ । ଏହି ସୁବିଧା କାନାଡାର ଏକ କମ୍ପାନୀ ଦେବାକୁ ଯାଉଛି । କମ୍ପାନୀର ନା ‘ସ୍ପେସ୍ ପର୍ସେପ୍କଫିଭ’ । ମହାକାଶରେ ୬ ଘଣ୍ଟା ଯାତ୍ରା କରିବା ପାଇଁ କମ୍ପାନୀ ୧୩୬୦ କାନଡିଆନ୍ ଡଲାର ଧାର୍ଯ୍ୟ କରିଛି । ଏହି […]
ଦିଲ୍ଲୀ ବିଧାନସଭାରୁ ଏକ ସୁଡ଼ଙ୍ଗ ଠାବ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବ ୩: ଆଜି ଦିଲ୍ଲୀ ସ୍ଥିତ ବିଧାନସଭା ନିକଟରୁ ଏକ ସୁଡ଼ଙ୍ଗର ମୁହଁ ଠାବ କରାଯାଇଛି । ଏହି ସୁଡ଼ଙ୍ଗ ଲାଲ୍ କିଲ୍ଲା ପର୍ଯ୍ୟନ୍ତ ବିସ୍ୃìତ ବୋଲି ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ତାଙ୍କ ସୂଚନା ଅନୁସାରେ, ସ୍ୱାଧୀନତ ସଂଗ୍ରାମୀମାନଙ୍କୁ କୋର୍ଟକୁ ଆଣିବାକୁ ହେଲେ ବି୍ରଟିଶମାନେ ଏହି ସୁଡ଼ଙ୍ଗକୁ ବ୍ୟବହାର କରୁଥିଲେ । ୧୯୯୩ ମସିହାରେ ରାମ ନିବାସ ଯେତେବେଳେ ବିଧାୟକ ହୋଇଥିଲେ, ସେ ଏହି ସୁଡ଼ଙ୍ଗ ବିଷୟରେ […]

