breajing news in odisha
ଜିଲ୍ଲା 

ଦେଢ ବର୍ଷ ହେଲା ପଡ଼ି ରହିଛି ଭାଗବତ ଟୁଙ୍ଗିର ୩୩ ଲକ୍ଷ

ଦେଢ ବର୍ଷ ହେଲା ପଡ଼ି ରହିଛି ଭାଗବତ ଟୁଙ୍ଗିର ୩୩ ଲକ୍ଷ ଝାରସୁଗୁଡ଼ା : ସେପ୍‌ଟେମ୍ବର ୧୭: ସରକାରୀ ଅଧିକାରୀଙ୍କ ସେ୍ୱଚ୍ଚାଚାରୀତା କାରଣରୁ ଜିଲ୍ଲାରେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛି ଜିଲ୍ଲା ସଂସ୍କୃତି ବିଭାଗ । ଏହି ବିଭାଗରେ ଜଣେ ନିୟମିତ ଜିଲ୍ଲା ସଂସ୍କୃତି ଅଧିକାରୀ ନାହାନ୍ତି । ଅନିଚ୍ଚାକୃତ ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦୀର୍ଘ ବର୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଫଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି […]
Read More...

Advertisement