braking news in India
ଦେଶ- ବିଦେଶ 

ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ‘ହାଇବ୍ରିଡ୍‌ ଫ୍ଲାଇଙ୍ଗ କାର୍‌’

ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ‘ହାଇବ୍ରିଡ୍‌ ଫ୍ଲାଇଙ୍ଗ କାର୍‌’ ଦିଲ୍ଲୀ: ସେପ୍‌ଯେମ୍ବର ୨୧: ଭାରତରେ ଖୁବ୍‌ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ‘ହାଇବ୍ରିଡ୍‌ ପ୍ଲାଇଙ୍ଗ କାର୍‌’ ବା ଉଡ଼ନ୍ତା ଗାଡ଼ି । ଆଜି ଏନେଇ ଭାରତର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ‘ଭିନାଟା ଏୟାରୋମୋବିଲିଟି’ର ଯୁବ ଟିମ୍‌ ଏହି ବିମାନକୁ ପ୍ରସ୍ତୁତ କରୁଛନ୍ତି । ଯାହା ଏହା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍‌ ବା ଉଡନ୍ତା ଗାଡ଼ି ହେବ । ଏହାକୁ ଲୋକମାନେ ମାଲ ପରିବହନ, […]
Read More...

Advertisement