Brajrajnagar elections
ଓଡ଼ିଶା 

ବ୍ରଜରାଜନଗର ନିର୍ବାଚନ : କିଶୋର ପଟେଲଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ବ୍ରଜରାଜନଗର ନିର୍ବାଚନ : କିଶୋର ପଟେଲଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ଭୁବନେଶ୍ୱର: ମେ ୦୯: ବ୍ରଜରାଜନଗର ଉପନିର୍ବାଚନ ସକାଶେ କଂଗ୍ରେସ ତା’ର ପ୍ରାର୍ଥୀ ଚୟନ କରିଛି । ସେ ହେଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ କିଶୋର ପଟେଲ । ସୂଚନା ଥାଉଯେ, ଆସନ୍ତା ୩୧ରେ ହେବ ବ୍ରଜରାଜନଗର ଉପନିର୍ବାଚନ । ଝାରସୁଗୁଡ଼ା ଜିଲ୍ଲାରେ ରହିଛି ଦୁଇଟି ବିଧାନସଭା କ୍ଷେତ୍ର । ଗୋଟିଏ ହେଲା ଶିଳ୍ପ ନଗରୀ ଝାରସୁଗୁଡ଼ା ଓ ଅନ୍ୟଟି କୋଇଲା ନଗରୀ ବ୍ରଜରାଜନଗର । ତେବେ ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ହେବାକୁ ଯାଉଛି । […]
Read More...

Advertisement