brajarajnagar by election
ରାଜନୀତି  ଓଡ଼ିଶା 

ବ୍ରଜରାଜନଗର ଉପନିର୍ବାଚନରେ ଆଜି ୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ବ୍ରଜରାଜନଗର ଉପନିର୍ବାଚନରେ ଆଜି ୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ବ୍ରଜରାଜନଗର: ଜୁନ ୦୩: ବ୍ରଜରାଜନଗର ଉପନିର୍ବାଚନର ଆଜି ଭୋଟ୍‌ ଗଣତି । ଝାରସୁଗୁଡ଼ା ସରକାରୀ ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି କରାଯିବ । ଏଥିପାଇଁ ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇ ଇଭିଏମ୍‌ ଗଣତି କରାଯିବ । ଏଥିପାଇଁ ୧୪ ଟି ଟେବୁଲ କରାଯାଇଛି । ମୋଟ୍‌ ୨୦ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଗଣତି କେନ୍ଦ୍ରରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ପୁରା […]
Read More...
ରାଜନୀତି 

ବ୍ରଜରାଜନଗର ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କରୁଛନ୍ତି ଦଳ

ବ୍ରଜରାଜନଗର ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କରୁଛନ୍ତି ଦଳ ଝାରସୁଗୁଡା: ମଇ ୧୨: ବ୍ରଜରାଜନଗର ଉପର୍ନିବାଚନ ପାଇଁ ନାମାଙ୍କନର ଶେଷଦିନ । ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ । ତିନି ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛନ୍ତି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି କାଲି ପୂର୍ବାହ୍ନରେ ଝାରସୁଗୁଡା ହେରୁଆ ଛକରୁ ବିଶାଳ ଶୋଭଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବେ । ଏଥିରେ ୫ ହଜାରରୁ ଅଧିକ ଲୋକ […]
Read More...

Advertisement