brajaraj nagara by election
ଜିଲ୍ଲା  ରାଜନୀତି  ଓଡ଼ିଶା 

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ଅଳକା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ଅଳକା ବ୍ରଜରାଜନଗର: ମଇ ୦୯: ବ୍ରଜରାଜନଗର ପାଇଁ ଘୋଷଣା ହେଇଛି ଉପନିର୍ବାଚନ । ଏଥିପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ହିସାବରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ଝିଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲିଚର୍ଚ୍ଚା ହେଉଥିଲା । କି;ୁ ଦଳ ଅଳକା ମହାନ୍ତିଙ୍କ ନାଁ ଘୋଷଣା […]
Read More...

Advertisement