Brajabandhu Bhol-Secretary of State Transport Authority Odisha
ଓଡ଼ିଶା 

ଓଡ଼ିଶା-ବିହାର ଦେଇ ଗଡ଼ିବ ବସ୍‌, ୩୩ଟି ରୁଡ୍‌ରେ ଚାଲିବ

ଓଡ଼ିଶା-ବିହାର ଦେଇ ଗଡ଼ିବ ବସ୍‌, ୩୩ଟି ରୁଡ୍‌ରେ ଚାଲିବ ଭୁବନେଶ୍ୱର:ଏବେ ଓଡ଼ିଶା ଓ ବିହାର ଦେଇ ବସ୍‌ ଚଳାଚଳ ହେବ । ଏନେଇ ଓଡ଼ିଶା ଏବଂ ବିହାର ସରକାରର ପରିବହନ ବିଭାଗ ତରଫରୁ ସୂଚନା ମିଳିଛି । ପ୍ରାୟ ୨୧, ୮୬୭ କିଲୋମିଟର ଅତିକ୍ରମ କରୁଥିବା ୩୩ଟି ରୁଟରେ ବସ ଚଳାଚଳର ଚୁକ୍ତିକୁ ନବୀକରଣ କରାଯାଇଛି । ଝାରଖଣ୍ଡ ଦେଇ ୩୩ଟି ରୁଟରେ ଏସବୁ ବସ୍‌ ଚାଲିବ । ଫଳରେ ବିହାରର ପାଟନା, ସରିଫ, ପ୍ରେଓଗର, ଗୟା, ଔରଙ୍ଗାବାଦ, ଦରଭଙ୍ଗା, ରାଜଗିର, ଭାଗଲପୁର, ବକ୍ସର୍‌, ସିୱାନ୍‌, ଆରା, […]
Read More...

Advertisement