Brain stroke
ସ୍ୱାସ୍ଥ 

କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ୍‌ ଷ୍ଟ୍ରୋକ, ହୃଦରୋଗ

କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ୍‌ ଷ୍ଟ୍ରୋକ, ହୃଦରୋଗ ନୂଆଦିଲ୍ଲୀ: କରୋନା ସୁସ୍ଥ ହେବା ପରେ ମଧ୍ୟ ଟଳିନି ବିପଦଛ କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ ଷ୍ଟ୍ରୋକ ଓ ହୃଦ ରୋଗ ଆଶଙ୍କା । କମ ବୟସରେ ମଧ୍ୟ ହୃଦଘାତ ହେଉଛି । କରୋନାର ଦ୍ୱିତୀୟ ଲହର ପରେ ଏହି ସମସ୍ୟା ବଢିଯାଇଛି । ନାରାୟନ ହେଲଥ୍ର ଅଧ୍ୟକ୍ଷ ଦେବୀ ପ୍ରସାଦ ସେଠୀଙ୍କ ଅନୁଯାୟୀ, କରୋନା ଦ୍ୱିତୀୟ ଲହରରେ ବ୍ରେନ ଷ୍ଟ୍ରୋକ ଓ ହୃଦ ରୋଗ କେଶ ଅଧିକ ବଢିଛି । କରୋନା ଆକ୍ରାନ୍ତଙ୍କ […]
Read More...

Advertisement