brain health
ସ୍ୱାସ୍ଥ 

ମସ୍ତିଷ୍କର ସୁସ୍ଥତା ବେଶି ଆବଶ୍ୟକ

ମସ୍ତିଷ୍କର ସୁସ୍ଥତା ବେଶି ଆବଶ୍ୟକ ନ୍ୟୁୟର୍କର କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ନିଜ ଶରୀର ସହିତ ମସ୍ତିଷ୍କର ଯନି ନେବାର ଆବଶ୍ୟକତା ରହିଛି । ଜଣେ ସୁସ୍ଥ ବ୍ୟକ୍ତିଙ୍କର ମସ୍ତିଷ୍କ ସୁସ୍ଥ ରହିବା ବେଶି ଆବଶ୍ୟକ । ଆପଣଙ୍କର ମସ୍ତିଷ୍କ ଯଦି ଅସୁସ୍ଥ ଥାଏ ତେବେ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିପାରିବ ନାହିଁ । ତେଣୁ ସମସ୍ତଙ୍କୁ ଶରୀର ସହିତ ନିଜ ମାନସିକ ସ୍ୱାସ୍ଥ୍ୟର ବେଶି ଧ୍ୟାନ ରଖିବାର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟରେ ଦର୍ଶା […]
Read More...
Feature 

ଅବସାଦ ମାପିବ ଟାଟୁ

ଅବସାଦ ମାପିବ ଟାଟୁ ବର୍ତ୍ତମାନ ମାନସିକ ସ୍ୱାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଦେଖିବାକୁ ମିଳୁଛି । ଅନେକ ଏଭଳି ପଦକ୍ଷେପ ନିଆଯାଉଛି ଯାହା ମାନସିକ ସ୍ୱାସ୍ଥ୍ୟକୁ ଅଧିକ ଉନ୍ନତି କରୁଛି । ବଢୁଥିବା ଷ୍ଟ୍ରେସ୍‌ ଲେବଲକୁ କମ କରିବାକୁ ବିଭିନ୍ନ ଖେଳ, ଯୋଗ, ଧ୍ୟାନ ଆଦିକୁ ଗୁରୁତ୍ୱ ଦିଆଯାଉଛି । ତେବେ ବୈଜ୍ଞାନିକମାନେ ଏହି ଦିଗରେ ଏକ ଅଭିନବ ଉଦ୍ଭାବନ କରିଛନ୍ତି, ଯାହା ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିବ । ବୈଜ୍ଞାନିକମାନେ ବର୍ତ୍ତମାନ ଏକ ଇ […]
Read More...

Advertisement