boxing ligend
ଖେଳ 

ବକ୍ସର ସରିତା ଦେବୀ କରୋନା ଆକ୍ରାନ୍ତ

ବକ୍ସର ସରିତା ଦେବୀ କରୋନା ଆକ୍ରାନ୍ତ ନୂଆଦିଲ୍ଲୀ, ଅଗଷ୍ଟ ୧୮: ପୂର୍ବତନ ବିଶ୍ୱବିଜୟୀ ମହିଳା ବକ୍ସର ଏଲ୍‌ ସରିତା ଦେବୀଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିଛି । ତାଙ୍କ ସ୍ୱାମୀ ଥୋଇବା ସିଂହ ମଧ୍ୟ ପଜିଟିଭ୍‌ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଖୋଦ୍‌ ଥୋଇବା ସୂଚନା ଦେଇଛନ୍ତି । ଦୁହିଁଙ୍କର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା । ଉଭୟେ ଇମ୍ଫାଲରେ ବସବାସ କରୁଛନ୍ତି। ଦୁହିଁଙ୍କୁ ଏବେ ଇମ୍ଫାଲର ଏକ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏସିୟାଇ କ୍ରିଡ଼ାରେ […]
Read More...

Advertisement