Boudh odisha
ଜିଲ୍ଲା 

ବୌଦ୍ଧ ଜିଲ୍ଲାକୁ ରାଜ୍ୟ ସରକାର ଭୂଲି ଯାଉଛନ୍ତି- ଡା. ଲେଖାଶ୍ରୀ

ବୌଦ୍ଧ ଜିଲ୍ଲାକୁ ରାଜ୍ୟ ସରକାର ଭୂଲି ଯାଉଛନ୍ତି- ଡା. ଲେଖାଶ୍ରୀ ବୌଦ୍ଧ,ସେପ୍‌ଟେମ୍ବର ୯ : ରାଜ୍ୟ ସରକାର ବୌଦ୍ଧଜିଲ୍ଲାକୁ ଭୂଲିଗଲାଭଳି ମନେ ହେଉଛି । ଜିଲ୍ଲା ସ୍ୱାସ୍ଥ୍ୟ, ଶିକ୍ଷା, ଗମନା ଗମନ, ପାନୀୟ ଜଳ ଆଦି ପ୍ରତିଟି କ୍ଷେତ୍ରରେ ପଛୁଆ ହୋଇରହିଯାଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରକାଶ କରିଛନ୍ତିି । ବୌଦ୍ଧ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନରେ ବୌଦ୍ଧ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସସମ୍ମିଳନୀରେ ଏହା ପ୍ରକାଶ କରିଥିଲେ । କୃଷିଭିତ୍ତିକ ବୌଦ୍ଧ ଜିଲ୍ଲାର ଚାଷୀମାନଙ୍କ ପ୍ରତି ଏବେ […]
Read More...
ଓଡ଼ିଶା  ଅପରାଧ 

ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ

ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ ଭୁବନେଶ୍ୱର: ଜୁଲାଇ ୨୧: ରାଜ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାର ଚିନ୍ତାର ବିଷୟ ପାଲଟିଛି I ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି I ଏଭଳି ବେଆଇନ କାରବାର ଉପରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଚଢାଉ କରି କାରବାର ଉପରେ କିଛି ମାତ୍ରାରେ ରୋକ ଲଗାଇପାରିଛି I ବୌଦ ଜିଲ୍ଲାରେ ଚଢ଼ାଉ କରି ଏସ୍‌ଟିଏଫ୍ ବାଘଛାଲ ଜବତ କରିବା ସହ ଜଣେ ଶିକାରୀଙ୍କୁ ଗିରଫ କରିଛି । […]
Read More...

Advertisement