BONI KAPOOR
ମନୋରଞ୍ଜନ 

ପ୍ରଥମ ଥର ସିନେ ପରଦାରେ ନଜର ଆସିବେ ସେଲିବ୍ରିଟି ବାପା ଝିଅ ଯୋଡି

ପ୍ରଥମ ଥର ସିନେ ପରଦାରେ ନଜର ଆସିବେ ସେଲିବ୍ରିଟି ବାପା ଝିଅ ଯୋଡି ମୁମ୍ବାଇ: ଜୁନ ୨୨: ବଲିଉଡର ୟଙ୍ଗ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଗୁଡ ଲକ୍‌ ଜେରୀର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତାଙ୍କ ଆଗରେ ଅନେକ ବଡ ବଡ ପ୍ରୋଜେକଫ ମଧ୍ୟ ଅଛି । ପ୍ରଥମ ଥର ପାଇଁ ସେ ତାଙ୍କ ପିତା ବୋନି କପୁରଙ୍କ ସହ ଫିଲ୍ମ ମିଲିରେ ନଜର ଆସିବେ । ଜାହ୍ନବୀ ଏହାର ସୁଟିଂ ମଧ୍ୟ ଶେଷ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜାହ୍ନବୀ ତାଙ୍କ ପ୍ରଡକ୍ସନ୍‌ ଫିଲ୍ମରେ କାମ […]
Read More...

Advertisement