Bombay High Court permission
ରାଜନୀତି 

ଦଶହରା ରାଲି ପାଇଁ ଶିବସେନାଙ୍କୁ ମିଳିଲା ଅନୁମତ

ଦଶହରା ରାଲି ପାଇଁ ଶିବସେନାଙ୍କୁ ମିଳିଲା ଅନୁମତ ମୁମ୍ବାଇ: ଶେଷରେ ଉଦ୍ଧବଙ୍କୁ ମିଳିଲା ଶିବାଜୀ ପାର୍କରେ ଦଶହରା ରାଲି ଅନୁମତି । ଆଜି ବମ୍ବେ ହାଇକୋର୍ଟ ଶିବସେନାକୁ ଅନୁମତି ଦେଇଛନ୍ତି । ଏହା ସହିତ ସିନ୍ଦେ ଦଳକୁ ଅନୁମତି ଦେବାକୁ ମନା କରାଯାଇଛି । ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ରାଲି କରିବାକୁ ପଡିବ । କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ୨୦୧୬ ଆଦେଶ ଅନୁଯାୟୀ ଏହି ଅନୁମତି ଦିଆଯିବ । କେବଳ ଏତିକି ନୁହେଁ, ସମଗ୍ର ରାଲିର ଭିଡିଓଗ୍ରାଫି କରାଯିବ ଏବଂ ଯଦି […]
Read More...

Advertisement