bollywood-veteran-actor
ମନୋରଞ୍ଜନ  ଦେଶ- ବିଦେଶ 

ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ ମୁମ୍ବାଇ : ବଲିଉଡରୁ ଆସିଲା ପୁଣି ଏକ ଦୁଖଦଃ ଖବର I ବରିଷ୍ଠ ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କ ପରଲୋକ I ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା I ସେ ଦୀର୍ଘଦିନ ଧରି ବIର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ I ଏହା ସହ କିଛି ଦିନ ହେବ ସେ ନ୍ୟୁରୋ ସମ୍ବନ୍ଧିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଅରୁଣ ବିରଳ ନ୍ୟୁରୋମସ୍କୁଲାର ଏବଂ ମାଇଷଥେନିଆ ଗ୍ରାଭିସ ପରି ରୋଗରେ ପୀଡିତ ଥିଲେ। […]
Read More...

Advertisement