BMC
ଜିଲ୍ଲା 

କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ

କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ ଭୁବନେଶ୍ୱର: ଜୁନ ୧୩: ବିଏମ୍ସି କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ । ରଜ ପାଇଁ ମାର୍କେଟିଂ କରିବାକୁ ଶହ ଶହ ଲୋକଙ୍କ ଭିଡ଼ ହୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମଲ୍‌ ସାରା ଧୂଆଁ ଭର୍ତ୍ତି ହୋଇଯିବାରୁ ସେଠାରେ ଧାଁ ଧଉଡ଼ ଚାଲିଥିଲା । ଯିଏ ଯେଉଁଠି କିଣାକିଣି କରୁଥିଲେ ସେଠାରୁ ଉଠି ବାହାରକୁ ଦଉଡ଼ିବାକୁ ଆରମ୍ଭ କରିଥିଲେ । ନିଆଁ ବ୍ୟାପିବା ଭୟରେ ମଲରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା । ଫଳରେ […]
Read More...
ଜିଲ୍ଲା 

ରାଜଧାନୀରେ ଡେଙ୍ଗୁ ଆତଙ୍କ

ରାଜଧାନୀରେ ଡେଙ୍ଗୁ ଆତଙ୍କ ଚନ୍ଦ୍ରଶେଖରପୁର: ଜୁନ ୧୩: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବାର ନାଁ ନେଉନି । ଧିରେ ଧିରେ ଡମଣା, ଶ୍ରୀବିହାର, ନୀଳାଦ୍ରିବିହାର ପରେ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ବି ମାଡ଼ି ଗଲାଣିଛ ପ୍ରାଚୀ ଏନକ୍ଲେଭ୍‌ । ଦିନ ତଳେ ସରକାରୀ ଭାବେ ଦୁଇଜଣ ଚିହ୍ନଟ ହୋଇଥିବାବେଳେ ଏବେ ଆଉ ୨ଜଣ ଚିହ୍ନଟ ହେଇଥିବା ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି । ମାତ୍ର ସ୍ୱାସ୍ଥ୍ୟ ବିଭାଗ ହିସାବ କହୁଛି ଯେ ଏବେ ସୁଦ୍ଧା ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି […]
Read More...
ଓଡ଼ିଶା 

ଏଥର ସ୍ମାର୍ଟ ସିଟିରେ ଗଡିବ ଇ ବସ୍‌

ଏଥର ସ୍ମାର୍ଟ ସିଟିରେ ଗଡିବ ଇ ବସ୍‌ ଭୁବନେଶ୍ବର: ମଇ ୦୬: ମାସକ ମଧ୍ୟରେ ଗଡିବ ଭୁବନେଶ୍ବରରେ ୧୦ଟି ଇ-ବସ୍ । ଏହାସହ ଆହୁରି ୫୦ଟି ବସ୍ ଚଳାଇବାକୁ ଯୋଜନା କରୁଛି ବିଏମସି। ଏହାର ଚାର୍ଜିଙ୍ଗ ଷ୍ଟେସନ୍‌ ହେବ ଚନ୍ଦ୍ରଶେଖରପୁରଠାରେ । ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି ବସ୍ ଚାର୍ଜ ହବ। ସଫଳତା ମିଳିଲେ ଆଗକୁ ଆଉ ଅଧିକ ଷ୍ଟେସନ୍ କରାହେବା ନେଇ ସୂଟନା ରହିଛି। ଏହି ବସ୍‌ ଗୋଟିଏ ଚାର୍ଜ ହେଲେ ଗଡିବ ୧୫୦ କିମି । ସେପଟେ ମୋ ବସ ସେବା […]
Read More...
ଜିଲ୍ଲା  ଓଡ଼ିଶା 

ଭାଙ୍ଗିଲା ମାଷ୍ଟରକ୍ୟାଣ୍ଟିନ୍‌ ତାରିଣୀ ମନ୍ଦିର

ଭାଙ୍ଗିଲା ମାଷ୍ଟରକ୍ୟାଣ୍ଟିନ୍‌ ତାରିଣୀ ମନ୍ଦିର ଭୁବନେଶ୍ୱର: ଅପ୍ରେଲ୨୦: ମାଟିରେ ମିଶିଲା ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ଥିବା ତାରିଣୀ ମନ୍ଦିର । ବିଡିଏ, ବିଏମସି ଏନଫୋର୍ସଟିମ୍ ତାରିଣୀ ମନ୍ଦିରକୁ ଉଚ୍ଛେଦ କରିଛି । ସ୍ମାର୍ଟ ସିଟି ପ୍ରକଳ୍ପ ନେଇ ରାସ୍ତା ପ୍ରଶସ୍ତ ପାଇଁ ଉଚ୍ଛେଦ ଚାଲିଥିଲା । ଏଥିରେ ବିଏମ୍ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍ ନିୟୋଜିତ ଥିଲେ । ଏହି କ୍ରମରେ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଥିବା ତାରିଣୀ ମନ୍ଦିର ଉପରେ ଚାଲିଛି ବୁଲ୍ଡୋଜର । ଆଉ ମାଟିରେ ମିଶିଯାଇଛି ପୁରା ମନ୍ଦିର । […]
Read More...
ଜିଲ୍ଲା 

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଭୁବନେଶ୍ୱର: ଅପ୍ରେଲ ୦୯: ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ହେବ ରଥଟଣା। ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ହେବ । ରଥ ଉପରେ ପ୍ରଭୁଙ୍କୁ ଦେଢଟାରୁ ୩ଟା ୩୦ ମଧ୍ୟରେ ପୂଜା ପରେ ରଥ ଟଣା ଆରମ୍ଭ ହେବ । ଗତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ରଥଟଣା ଉପରେ କଟକଣା […]
Read More...
ଓଡ଼ିଶା 

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌ ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ ବିଏମସି ପକ୍ଷରୁ ନୂଆ କଟକଣ। ଜ।ରି କର।ଯ।ଇଛି । ଡିସେମ୍ବର ୩୧ରୁ ଜ।ନୁଆରି ୨ପର୍ଯ୍ୟନ୍ତ କଟକଣ। ଜ।ରି ହୋଇଛି । ନୂଆବର୍ଷରେ ବିଭିନ୍ନ ଧର୍ମ।ନୁଷ୍ଠ।ନରେ ଭିଡ ହେବ।ର ଆଶଙ୍କ। ଥିବ।ରୁ ଆଗ।ମୀ ୩ ଦିନ ଭକ୍ତଙ୍କ ପ।ଇଁ ସମସ୍ତ ଧର୍ମ।ନୁଷ୍ଠ।ନ ବନ୍ଦ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୧୮୭ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩୫୮ କୁ ବୃଦ୍ଧି

ଭୁବନେଶ୍ୱର ରେ ୧୮୭ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୪ ହଜାର ୩୫୮ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୧୨: ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହେଇ ବଢ଼ିବାରେ ଲାଗିଛି I ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୨୪ ଘଂଟାରେ ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି I ସେଥିରୁ, ୧୦୪ ଟି Quarantine Case ଥିବାବେଳେ, ୮୩ ଟି Local Contact Case ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩୫୮ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୩୮ ଏବଂ କଟକ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ରେ ୩୮ ଏବଂ କଟକ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୧୧: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ରେ ଚିହ୍ନଟ ହେଲେ ୩୮ ଜଣ ନୂଆ କରୋନା ଆକ୍ରାନ୍ତ I ସେହିପରି, କଟକ ମହାନଗର ନିଗମ ଅଂଚଳରେ ରେ ଆଜି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ରେ ଚିହ୍ନଟ ହେଇଥିବା ୩୮ ଟି କେଶ ମଧ୍ୟରୁ, ୨୬ ଟି Quarantine କେଶ ଥିବାବେଳେ ୧୨ ଟି ଲୋକାଲ କେଶ ବୋଲି ଭୁବନେଶ୍ୱର ନହାନଗର ନିଗମ ର ଟ୍ୱଇଟ ରୁ ଜଣାଯାଇଛି […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା ; ୨୪ ଘଣ୍ଟାରେ ୪୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା ; ୨୪ ଘଣ୍ଟାରେ ୪୬ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର : ଜୁଲାଇ ୮: ଭୁବନେଶ୍ୱର ରେ ୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨୨ ଜଣ quarantine ରେ ଥିଲେ ଏବଂ ବାକି ୨୪ ଜଣ local contact case ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି I ଭୁବନେଶ୍ୱରରେ କ୍ରମାଗତ ଭାବରେ local contact case ବଢ଼ିବାରେ ଲାଗିଛି I ଚିହ୍ନଟ ହେଇଥିବା ୪୬ ନୂଆ କେଶ କୁ ମିଶାଇ, ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ଚିହ୍ନଟହେଲେ ୨୯ ଜଣ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର ରେ ଚିହ୍ନଟହେଲେ ୨୯ ଜଣ ନୂଆ କରୋନା ଆକ୍ରାନ୍ତ ଭୁବନେଶ୍ୱର: ଜୁଲାଇ ୬: ଭୁବନେଶ୍ୱର ରୁ ଚିହ୍ନଟ ହେଲେ ୨୯ ଜଣ କରୋନା ଆକ୍ରାନ୍ତ I ସେଥିମଧ୍ୟରୁ, ୧୪ ଜଣ quarantine ରେ ଥିଲେ ଏବଂ ୧୪ ଜଣ local contact case I ଆଉ ଜଣେ କରୋନା ଯୋଦ୍ଧା ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I ଅନ୍ୟପକ୍ଷରେ ୩ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୯ କୁ ବୃଦ୍ଧି ପାଇଛି ଏବଂ ଏ ପର୍ଯ୍ୟନ୍ତ ସୁସ୍ଥ […]
Read More...
ଓଡ଼ିଶା 

ସଟଡାଉନ ହେବନି ଭୁବନେଶ୍ୱର: ଦୈନିକ ୨୫୦୦ ଆଣ୍ଟିଜେନ ଟେଷ୍ଟ ସପ୍ତାହ ଭିତରେ ଆରମ୍ଭ

ସଟଡାଉନ ହେବନି ଭୁବନେଶ୍ୱର: ଦୈନିକ ୨୫୦୦ ଆଣ୍ଟିଜେନ ଟେଷ୍ଟ ସପ୍ତାହ ଭିତରେ ଆରମ୍ଭ ଭୁବନେଶ୍ୱର: ଜୁଲାଇ ୭:ରାଜଧାନୀରେ ସଟଡାଉନ ହେବନି । ସବୁ ଗୁଜବ ପ୍ରଚାରରେ ପଡ଼ିଛି ପୂର୍ଣ୍ଣଛେଦ । ବିଭିନ୍ନ ସୋସିଆଲ ମିଡିଆରେ ଏହି ଖବର ଘୁରିବୁଲିଥିଲା । ଆଖି ପିଛୁଳାକେ ପୂରା ସହର ସାରା ପ୍ରଚାରିତ ହୋଇଯାଇଥିବା ବେଳେ ସଟଡାଉନକୁ ବ୍ରେକ୍‌ ଲଗାଇଛନ୍ତି ବିଏମ୍‌ସି କମିଶନର । ରାଜଧାନୀକୁ ଆସିବ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ । ଏହି କିଟ୍‌ ମାଧ୍ୟମରେ ନାଜାଲ ସ୍ୱାବ୍‌କୁ ପରୀକ୍ଷା କରାଯିବ । ଯାହାର ରିପୋର୍ଟ ଅଧଘଣ୍ଟା କିମ୍ବା ତା’ଠାରୁ କମ୍‌ ସମୟ ମଧ୍ୟରେ […]
Read More...
ଓଡ଼ିଶା 

ରାଜଧାନୀକୁ ବାହାର ଶ୍ରମିକ ମନା; ଆସିଲେ ସଙ୍ଗରୋଧ

ରାଜଧାନୀକୁ ବାହାର ଶ୍ରମିକ ମନା; ଆସିଲେ ସଙ୍ଗରୋଧ ଭୁବନେଶ୍ୱର : ଜୁଲାଇ ୦୩:ରାଜଧାନୀକୁ ବାହାର ଶ୍ରମିକ ମନା । ଅନ୍ୟ ରାଜ୍ୟ କିମ୍ବା ଜିଲ୍ଲାରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ । ଲକ୍ଷଣ ଦେଖା ଦେଲେ କଣ୍ଟ୍ରାକଫର ନିଜ ଖର୍ଚ୍ଚରେ କୋଭିଡ୍‌ ପରୀକ୍ଷା କରାଇବେ । ତାପରେ ନିର୍ମାଣ କାର୍ଯ୍ୟରେ ଲଗାଇବେ । କଣ୍ଟ୍ରାକଫର ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଭଳିି ରୋକ୍‌ଠୋକ ଶୁଣାଇଛି ବିଏମ୍‌ସି । ଉତ୍ତର ପ୍ରଦେଶରୁ ଆସିଥିବା ୩୪ଜଣ ଶ୍ରମିକ କରୋନା ସଂକ୍ରମିତ ହେବା ପରେ ବିଏମ୍‌ସିର ଚେତା ପଶିଛି […]
Read More...

Advertisement