BMC Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଜେଇଇ/ ନିଟ୍ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା; ଭୁବନେଶ୍ୱରର ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ସୁବିଧା
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୩୦: ଭୁବନେଶ୍ୱରରେ ପରୀକ୍ଷା ଦେବାକୁ ଥିବା ୧୬ ହଜାର ପିଲାଙ୍କ ପାଇଁ ବ୍ୟବସ୍ଥା । ସମସ୍ତ କେନ୍ଦ୍ରରେ ମୋବାଇଲ ଟିମ୍, ପୋଲିସ ଟିମ୍, ସାନିଟାଇଜିଂ ବ୍ୟବସ୍ଥା ରହିବ । ପିଲାଙ୍କ ସ୍ୱାସ୍ଥ୍ୟ ଓ ପରୀକ୍ଷା ସମ୍ବର୍କିତ ସମସ୍ୟାର ସମାଧାନ କରାଯିବ । କେନ୍ଦ୍ର ବାହାରେ ଭିଡ଼କୁ ଏଡ଼ାଇବା ପାଇଁ ମାଇକ ଯୋଗେ ସଚେତନ କରାଯିବ । ତେବେ ରହଣି କେନ୍ଦ୍ରରେ ବିଏମସି ସଫେଇ କରିବ ବୋଲି ବିଏମସି କମିଶନର କହିଛନ୍ତି । ପରୀକ୍ଷା […]
ଭୁବନେଶ୍ୱର ରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୭: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ତେବେ, ସେଥିରୁ ୧୮୩ ଜଣ ସଙ୍ଗରୋଧ ରେ ଥିବା ବେଳେ ବାକି ୨୦୩ ଟି ଲୋକାଲ କଂଟାକଟ କେଶ I ଦୁଇ ଦିନ ହେଲା ଲୋକାଲ କେଶ ବଢ଼ୁଥିବାର ଲକ୍ଷ କରାଯାଉଛି I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି ପାଇଛି I ଆଜି ଭୁବନେଶ୍ୱର […]
ଭୁବନେଶ୍ୱର ରେ ୩୩୨ ନୂଆ କରୋନା ପଜିଟିଭ କେଶ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୯୩୧କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୫: ଭୁବନେଶ୍ୱର ରେ ୨୪ ଘଂଟାରେ ୩୩୨ ନୂଆ କରୋନା ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁସାରେ, ସେଥିରୁ ୧୭୩ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୫୯ ଟି ଲୋକାଲ କଂଟାକଟ କେଶ I ଏହାକୁ ମିଶାଇ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ହଜାର ୯୩୧ ରେ ପହଂଚିଛି I ଆଜି ସୁସ୍ଥ ହେଇଛନ୍ତି ୧୬୩ […]
ଭୁବନେଶ୍ୱର ରେ ୨୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୨: ଭୁବନେଶ୍ୱର ରେ ୨୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୫୩ ଟି Quarantine କେଶ ଏବଂ ୧୪୨ ଟି ଲୋକାଲ କଣ୍ଟାକଟ କେଶ I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୧୫ କୁ ବୃଦ୍ଧି ପାଇଲା I ଆଜି ଭୁବନେଶ୍ୱର ରୁ ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାଦ୍ୱାରା ମୋଟ ସୁସ୍ଥ ହେଇସାରିଥିବା କରୋନା ଆକ୍ରାନ୍ତଙ୍କ […]
ଭୁବନେଶ୍ୱର ରେ ଗୋଟିଏ ଦିନରେ ୩୭୦ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୯: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଅଂଚଳରେ ୨୪ ଘଂଟାରେ ୩୭୦ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ ୨୦୪ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୬୬ ଟି ଲୋକାଲ କେଶ I ଏହାକୁ ମିଶାଇ ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୬ ହଜାର ୭୭ କୁ ବୃଦ୍ଧି ପାଇଛି I ଆଜି ସୁସ୍ଥ ହେଇଛନ୍ତି ୧୫୦ ଜଣ I ସୁସ୍ଥ ହେଇସାରିଥିବା ରୋଗୀଙ୍କ ସଂଖ୍ୟା ୩ […]
ବିଏମ୍ସିରେ ଅମ୍ପନ୍ ପ୍ରସ୍ତୁତି ବୈଠକ: ଭୁବନେଶ୍ୱରରେ ପ୍ରଭାବ ଓ ମୁକାବିଲା ନେଇ ଆଲୋଚନା
Published On
By Samaya Live
Edited by Papu Mohanty ଭୁବନେଶ୍ୱର (ସବୁ୍ୟ): May 18: ଭୁବନେଶ୍ୱର ମହାନଗର ନିଗମରେ ଅମ୍ପନ ପାଇଁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘନିଭୂତ ହେଉଥିବା ମହାବାତ୍ୟା ଅମ୍ପନ୍ ପାଇଁ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍ସିର କମିଶନର ପ୍ରେମ୍ ଚନ୍ଦ୍ର ଚୌଧରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶାର ଉପକୂଳରେ ଉତର […]

