BMC declares
ଓଡ଼ିଶା 

ରାଜଧାନୀରେ ବଢ଼ିଛୁ କରୋନା ସଂକ୍ରମଣ: ଆଉ ୪ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌

ରାଜଧାନୀରେ ବଢ଼ିଛୁ କରୋନା ସଂକ୍ରମଣ: ଆଉ ୪ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ଭୁବନେଶ୍ୱର: ଜାନୁଆରୀ ୦୬: ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି । ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୧୦ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲା । ତେବେ ଆଜି ଆଉ ପୁଣି ବିଏମ୍‌ସି ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି । ଏହାକୁ ମିଶାଇ ରାଜଧାନୀର ଏବେ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ବନ୍ଦ କରାଯାଇଛି । ଆଜି ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା […]
Read More...

Advertisement