BMC’s South East Zonal Deputy Commissioner
ଓଡ଼ିଶା 

ଦୁଇ ଦିନ ପାଇଁ ଭୁବନେଶ୍ୱର ଡିସିପି ଅଫିସ୍‌ ସିଲ୍‌

ଦୁଇ ଦିନ ପାଇଁ ଭୁବନେଶ୍ୱର ଡିସିପି ଅଫିସ୍‌ ସିଲ୍‌ ଭୁବନେଶ୍ୱର: ଜାନୁଆରୀ ୦୪: ବାଣୀବିହର ସ୍ଥିତ ଡିସିପି କର୍ଯ୍ୟାଳୟରେ ଏକାଧିକ କରୋନାରେ ସଂକ୍ରମିତ ହେବା ପରେ ବିଏମ୍‌ସି ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ କାର୍ଯ୍ୟାଳୟ ସିଲ୍‌ ରହିବ । ଏନେଇ ବିଏମ୍‌ସି ସୂଚନା ଦେଇଛି । ଡିସିପି କାର୍ଯ୍ୟାଳୟ ସିଲ୍‌ ହେବା ପୂର୍ବରୁ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ୍‌ ଡେପୁଟି କମିଶନରଙ୍କୁ ଏନେଇ ସୂଚନା ଦେଇଥିଲା । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ@ ୫ଟାରେ ରାଜ୍ୟରେ […]
Read More...

Advertisement