Blood Pressure
ସ୍ୱାସ୍ଥ 

ବିପି ବିପଦ

ବିପି ବିପଦ ଆଗରୁ ରକ୍ତଚାପ ବା ବିପି ୫୦ କିମ୍ବା ୬୦ ବର୍ଷ ବୟସ ପରେ ଦେଖାଦେଉଥିବା ବେଳେ ଏବେ ସାଧାରଣ ସମସ୍ୟାରେ ପରିଣତ ହୋଇଛି । ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଓ ମାନସିକ ଦୁଃଶ୍ଚିନ୍ତା ବିପିର ବୟସକୁ କମାଇ ଦେଇଛି । ଏବେ ଏହି ଅଦୃଶ୍ୟ ବିପଦ ବୟୋ, ବୃଦ୍ଧ ସମସ୍ତଙ୍କୁ ଗ୍ରାସ କରିଲାଣି । ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟ କାରଣରୁ ଆଜିକାଲି ଯୁବବର୍ଗଙ୍କ କ୍ଷେତ୍ରରେ ବହୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଯାହା ମଧ୍ୟରେ ଷ୍ଟ୍ରେସ୍‌ […]
Read More...

Advertisement