black poison on kanika canal
ଜିଲ୍ଲା 

କନିକା ନଦୀରେ ଭାସୁଛି କଳା ଜହର

କନିକା ନଦୀରେ ଭାସୁଛି କଳା ଜହର ସୁନ୍ଦରଗଡ଼: ମଇ ୦୨: ହେମଗିର ବ୍ଲକ୍ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍ସିଏଲ୍) ଯୋଗୁ ଅଭିଶାପ ପାଲଟିଛି। ଏମ୍ସିଏଲ୍ କୋଇଲା ସାଇଡିଂର ସବୁ କୋଇଲା ଗୁଣ୍ଡ ଓ ମଇଳା ପାଣି ସିଧା ନାଳରେ ଛାଡ଼ିବା ଦ୍ବାରା କନିକା ନାଳରେ ଭରିଯାଇଛି କଳା ଜହର। ଲୋକେ ଏଥିରେ ସ୍ନାନ କରିବା ତ ଦୂରର କଥା, ଶୌଚ ପାଇଁ ବି ନାକ ଟେକିବାକୁ […]
Read More...

Advertisement