BJP will go to the farmers against the state government
ରାଜନୀତି  ଓଡ଼ିଶା 

ରାଜ୍ୟ ସରକାରଙ୍କ ବିରୋଧରେ ଚାଷୀଙ୍କ ପାଖକୁ ଯିବ ବିଜେପି

ରାଜ୍ୟ ସରକାରଙ୍କ ବିରୋଧରେ ଚାଷୀଙ୍କ ପାଖକୁ ଯିବ ବିଜେପି ଭୁବନେଶ୍ୱର : ବିଜେଡି ସରକାରରେ ଚାଷୀକୂଳ ହତାଶ ହୋଇଛି । ଏ ରାଜ୍ୟ ସରକାର ଚାଷୀ ବିରୋଧୀ ସରକାର । ବିଧାନସଭା ଭିତରେ ଓ ବାହାରେ ଚାଷୀ ପ୍ରସଙ୍ଗରେ ଆଲୋଚନାକୁ ନଆସି ରାଜ୍ୟ ସରକାର ନିଜକୁ ଚାଷୀ ବିରୋଧୀ ସରକାର ପ୍ରମାଣିତ କରିଛନ୍ତି ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି । ବିଧାନସଭାରେ ଶୀତ ଅଧିବେଶନ ୩୩ଧରି ଚାଲିବ ବୋଲି ନିୟମ ଧାର୍ଯ୍ୟ ହୋଇଥିଲା । ତା’ଭିତରେ ୨୯ଦିନର ସରକାରୀ […]
Read More...

Advertisement