BJP's sharp reaction after Tharoor's comment
ରାଜନୀତି  ଦେଶ- ବିଦେଶ 

ଥରୁରଙ୍କ ମନ୍ତବ୍ୟ ପରେ ବିଜେପିର ତୀବ୍ର ପ୍ରତିକ୍ରିୟା

ଥରୁରଙ୍କ ମନ୍ତବ୍ୟ ପରେ ବିଜେପିର ତୀବ୍ର ପ୍ରତିକ୍ରିୟା ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ସାମରିକ ଏକଚ୍ଛତ୍ରବାଦୀ ଶାସକ ଜେନେରାଲ୍ ର୍ପୱେଜ୍ ମୁଶାରଫ୍‌ଙ୍କ ବିୟୋଗ ପରେ ଦେଇଥିବା ଶୋକବାର୍ତ୍ତା ପାଇଁ ଭୀଷଣ ସମାଲୋଚିତ ହୋଇଥିବା କେରଳ କଂଗ୍ରେସ ସାଂସଦ ଶଶୀ ଥରୁର୍ ରବିବାର ରାତିରେ ପ୍ରତିକ୍ରିୟା ବ୍ୟକ୍ତ କରିବା ସହିତ ସ୍ପଷ୍ଟୀକରଣ ଦେଇଛନ୍ତି । ଶୋକବାର୍ତ୍ତାରେ ସାଂସଦ ଶଶୀ ଥରୁର୍ କହିଥିଲେ: ‘ଶାନ୍ତିର ବାସ୍ତବ ଶକ୍ତି’ । ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ସେ ଟୁଇଟ୍ କରି କହିଛନ୍ତି, ଯେତେ ବେଳେ ଜଣେ ମରିଯାଏ ତାଙ୍କ ବିଷୟରେ […]
Read More...

Advertisement