bjp rally
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶ୍ରୀମନ୍ଦିର ଅଭିମୂଖେ ଭୁବନେଶ୍ୱର ସାଂସଦ
Published On
By Samaya Live
ପୁରୀ: ଅପ୍ରେଲ ୨୭: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିବାଦ ନେଇ ପୁରୀ ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍ କରିଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପୁରୀ ଗସ୍ତ କଥା ଜଣାଇଥିଲେ ।ତେବେ ଏହି ଗସ୍ତର କାରଣ ମଧ୍ୟ ରହିଛି । ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ରାଲିରେ ଅପରାଜିତା ସାମିଲ ହୋଇଛନ୍ତି । କିନ୍ତୁ ପୁରୀ ପ୍ରଶାସନ ଏହି ରାଲିକୁ […]
ବିଧାନସଭା ଘେରିଲା ବିଜେପି
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୯: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫ। ଓ ମମିତ। ମେହେର ହତ୍ୟ।କ।ଣ୍ଡର ସିବିଆଇ ତଦନ୍ତ ଦ।ବିରେ ବିଜେପି କର୍ମୀ ମ।ନେ ଆଜି ବିଧ।ନସଭ। ଘେର।ଉ କରିଛନ୍ତି ।ଦଳୀୟ ଅଫିସରୁ ବିଧ।ନସଭ। ଅଭିମୁଖେ ର।ଲି ଆରମ୍ଭ କରିଛନ୍ତି ବିଜେପି କର୍ମୀ । ଏପେଟ କିନ୍ତୁ ବିଧ।ନସଭ। ପୂର୍ବରୁ ବିଜେପି କର୍ମୀ ମ।ନଙ୍କୁ ଅଟକ।ଇବ।କୁ ଚେଷ୍ଟ। କରିଛି ର।ଜ୍ୟ ପୋଲିସ୍ । ଯ।ହ।କୁ ନେଇ ବିଜେପି ଯୁବ ମୋର୍ଚ୍ଚ। ଓ ପୋଲିସ୍ ମୁହ।ଁମୁହଁମ ହୋଇଛନ୍ତି । ବିଜେପି କର୍ମୀ […]

