BJP has slammed West Bengal chief minister
ରାଜନୀତି  ଦେଶ- ବିଦେଶ 

ମୁଖ୍ୟମନ୍ତ୍ରୀ ମମତା ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ନେଇ ଅଭିଯୋଗ କଲେ ବିଜେପି ନେତା

ମୁଖ୍ୟମନ୍ତ୍ରୀ ମମତା ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ନେଇ ଅଭିଯୋଗ କଲେ ବିଜେପି ନେତା ମୁମ୍ବାଇ: ଡିସେମ୍ବର ୦୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜାତୀୟ ସଙ୍ଗୀତକୁ ଅପମାନିତ କରିବା ଭାରି ପଡ଼ିଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିଲେ । ଏନେଇ ଆଜି ବିଜେପି ନେତା ତଥା ମୁମ୍ବାଇର ବିଜେପିଦ ସମ୍ପାଦକ ବିବେକାନନ୍ଦ ଗୁପ୍ତା ମମତାଙ୍କ ନାମରେ ଇମେଲ୍‌ ଜରିଆରେ ମୁମ୍ବାଇ ପୋଲିସ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ମମତା ବସିଥିବା ଅବସ୍ଥାରେ ଜାତୀୟ ସଙ୍ଗୀତ ଗାନ […]
Read More...

Advertisement