bjb college student ruchika das died
ଓଡ଼ିଶା 

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଆରମ୍ଭ ହେଲା ତଦନ୍ତ

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଆରମ୍ଭ ହେଲା ତଦନ୍ତ ଭୁବନେଶ୍ୱର: ଜୁଲାଇ ୦୪: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ । ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ରୁଚିକାଙ୍କ ବାପା । ସେ କହିଛନ୍ତି, ହଷ୍ଟେଲ କର୍ତ୍ତୃପକ୍ଷ ଝିଅକୁ ରାଗିଂ କରିବା କଥା ଜାଣିଛନ୍ତି, ମାତ୍ର ଲୁଚାଉଛନ୍ତି । ଭବିଷ୍ୟତରେ ତାଙ୍କ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗ;ୁ ବୋଲି ସେ କହିଛନ୍ତି । ସେପଟେ […]
Read More...

Advertisement