BISHNU SETHI
ରାଜନୀତି  ଓଡ଼ିଶା 

ଏମଏସପି ମାମଲାରେ ବିଧାନସଭାରେ କାଦୁଅ ଫିଙ୍ଗା ରାଜନୀତି

ଏମଏସପି ମାମଲାରେ ବିଧାନସଭାରେ କାଦୁଅ ଫିଙ୍ଗା ରାଜନୀତି ଭୁବନେଶ୍ୱର: ଜୁଲାଇ ୬: ବିଧାନସଭାରେ ଦେଖାଦେଲାଣି ଏମଏସପି ତାତି । ଏମଏସପିକୁ ନେଇ ବିଷ୍ଣୁ-ରଣେନ୍ଦ୍ର-ତାରା ମୁହାଁମୁହିଁ ହୋଇଛନ୍ତି । ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବିଲ୍‌ ଗଡାଇବା ଠିକ୍‌ ନୁହେଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ସେ କହିଛନ୍ତି, ରାଜ୍ୟର ସବୁ କଥାରେ ମୋ ସରକାର, ମୋ ବସ୍‌, ମୋ ସାଇକେଲ୍‌ କରୁଛନ୍ତି । ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁନାହାନ୍ତି କାହିଁକି । […]
Read More...

Advertisement