Bishnu Pada Sethy
ଓଡ଼ିଶା 

ବଦଳିଲେ ସ୍ୱାସ୍ଥ୍ୟ ସଚିବ; ନିକୁଞ୍ଜଙ୍କୁ ଶକ୍ତି, ବିଷ୍ଣୁପଦଙ୍କୁ ରାଜସ୍ୱ

ବଦଳିଲେ ସ୍ୱାସ୍ଥ୍ୟ ସଚିବ; ନିକୁଞ୍ଜଙ୍କୁ ଶକ୍ତି, ବିଷ୍ଣୁପଦଙ୍କୁ ରାଜସ୍ୱ By Papu Mohanty ଭୁବନେଶ୍ୱର(ସବୁ୍ୟ): May 13: କରୋନା ମୁକାବିଲା ମଧ୍ୟରେ ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ବଦଳିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସଚିବ ତଥା ୧୯୯୩ ବ୍ୟାଚର ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି । ଏହି ବିଭାଗରେ ସେ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଓଏଚ୍‌ପିସିର ସିଏମ୍‌ଡି ଥିବା ବିଷ୍ଣୁପଦ […]
Read More...

Advertisement