Bird flu in Maharashtra
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଥାଣେରେ ବାର୍ଡଫ୍ଲìì ସଙ୍କଟ: ୨୫ ହଜାର କୁକୁଡ଼ାକୁ ମାରିବାକୁ ଆଦେଶ
Published On
By Samaya Live
ଥାଣେ: ଫେବୃଆରୀ ୧୮: ମହାରାଷ୍ଟ୍ରର ଥାଣେଠାରେ ଥିବା ଏକ ପୌଲଟ୍ରି ଫାର୍ମ (କୁକୁଡ଼ା ଫାର୍ମ)ରେ କୁକୁଡ଼ାଙ୍କଠାରେ ବାର୍ଡଫ୍ଲì ଚିହ୍ନଟ ହୋଇଛି । ଚିହ୍ନଟ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଅନ୍ୟ ପକ୍ଷୀଙ୍କ ସୁରକ୍ଷା ସକାଶେ ଫାର୍ମ ନିକଟସ୍ଥ ଏକ କିଲୋମିଟର ପରିସରରେ ଥିବା ପ୍ରାୟ ୨୫ ହଜାର କୁକୁଡ଼ାକୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ଥାଣେ ଜିଲ୍ଲାରେ ଥିବା ଶାହପୁର ଏକ କୁକୁଡ଼ା ଫାର୍ମରେ ଶହେ କୁକୁଡ଼ା ମରିପଡ଼ିଥିବା ଦେଖିବାକୁ ମିଳିଥିଲା । […]

