Birashal Airstrip
ଓଡ଼ିଶା 

ପ୍ରଶିକ୍ଷଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟଙ୍କ ସହ ଜଣେ ଟ୍ରେନି ମୃତ

ପ୍ରଶିକ୍ଷଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟଙ୍କ ସହ ଜଣେ ଟ୍ରେନି ମୃତ ଭୁବନେଶ୍ୱର : ଜୁନ ୮:ଢେଙ୍କାନାଳ ଜିଲ୍ଲା ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଛନ୍ତି । ସୋମବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷକ ପାଇଲଟଙ୍କ ସହ ପ୍ରଶିକ୍ଷଣ ନେଉଥିବା ଜଣେ ଛାତ୍ରୀଙ୍କର ମୃତୁ୍ୟ ଘଟିଛି । ଆଜି ସକାଳେ ବିମାନ ଦୁର୍ଘଟଣାରେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ ସଞ୍ଜୀବ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ପାଇଲଟ […]
Read More...

Advertisement