Biraja Prasanna Satapathy
ଓଡ଼ିଶା 

ଶପଥ ନେଲେ ହାଇକୋର୍ଟର ୩ ବିଚାରପତି

ଶପଥ ନେଲେ ହାଇକୋର୍ଟର ୩ ବିଚାରପତି କଟକ: ଫେବୃଆରୀ ୧୪ : ଆଜି ଓଡ଼ିଶା ହାଇକୋର୍ଟରେ ନୂଆ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ-ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ୍‌ ମୁରାହରି ଶ୍ରୀରମଣ । ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରନ୍‌ ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କୋଭିଡ୍‌ କଟକଣା ଯୋଗୁଁ ଶପଥଗ୍ରହଣ […]
Read More...
ଓଡ଼ିଶା 

୪ ବରିଷ୍ଠ ଓକିଲଙ୍କୁ ହାଇକୋର୍ଟର ବିଚାରପିତ ଭାବେ ପଦୋନ୍ନତି

୪ ବରିଷ୍ଠ ଓକିଲଙ୍କୁ ହାଇକୋର୍ଟର ବିଚାରପିତ ଭାବେ ପଦୋନ୍ନତି କଟକ: ଜାନୁଆରୀ ୩୧ : ୪ ଜଣ ବରିଷ୍ଠ ଓକିଲଙ୍କୁ ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ଉକ୍ତ ପ୍ରସ୍ତାବ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ ତରଫରୁ ଅନୁମୋଦନ କରାଯାଇଛି । ସେହି ବରିଷ୍ଠ ଓକିଲମାନେ ହେଲେ, ଓକିଲ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଏବଂ ରମନ୍‌ ମୁରାହରି ଓରଫ୍‌ ଏମ୍‌.ଏସ୍‌. ରମନ୍‌ । ଏନେଇ ଜାନୁଆରି ୨୯ ତାରିଖ ଦିନ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ଠାରେ ଏକ ବୈଠକ […]
Read More...

Advertisement