Bikash Dube
ଦେଶ- ବିଦେଶ 

ବିକୃ ହତ୍ୟା ଘଟଣା ରେ ସହିଦ ପୋଲିସ କର୍ମଚାରୀଙ୍କ ଝିଅ ପୋଲିସ ଚାକିରି ରେ ଯୋଗ ଦେଲେ

ବିକୃ ହତ୍ୟା ଘଟଣା ରେ ସହିଦ ପୋଲିସ କର୍ମଚାରୀଙ୍କ ଝିଅ ପୋଲିସ ଚାକିରି ରେ ଯୋଗ ଦେଲେ କାନପୁର (ଉତ୍ତରପ୍ରଦେଶ): ଜୁଲାଇ ୨୯ : ଗତ ବର୍ଷ ଜୁଲାଇରେ ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାର ସହଯୋଗୀ ମାନେ କାନପୁର ର ଚୋୖବେପୁର ଅଂଚଳ ରେ ଥିବା ବିକୃ ଗାଁ ରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ I ସେହି ୮ ଜଣ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଙ୍କ ସମ୍ପର୍କୀୟ ଙ୍କୁ ପୋଲିସ ବିଭାଗ ରେ ଚାକିରୀ ଯୋଗାଇ ଦେଇଛି ଉତ୍ତରପ୍ରଦେଶ ପୋଲିସ I ସେହି ଘଟଣା ରେ ନିହତ ହେଇଥିବା […]
Read More...

Advertisement