Biju Patnaik and J. B. Patnaik
ଓଡ଼ିଶା 

ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ

ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ ଭୁବନେଶ୍ୱର: ନଭେମ୍ବର ୧୭: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ ଘଟିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଅସୁସ୍ଥତା କାରଣରୁ ୨ଦିନ ତଳେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା । ତାଙ୍କ ମୃତୁ୍ୟ ଖବର ପାଇବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ଫରେଷ୍ଟ ପାର୍କସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ […]
Read More...

Advertisement