Biju Janata Dal (BJD)
ରାଜନୀତି  ଓଡ଼ିଶା 

ବରିଷ୍ଠ ବିଜେଡି ନେତ। କିଶୋର ମହ।ନ୍ତିଙ୍କ ପରଲୋକ

ବରିଷ୍ଠ ବିଜେଡି ନେତ। କିଶୋର ମହ।ନ୍ତିଙ୍କ ପରଲୋକ ଝ।ରସୁଗୁଡ।:ଡିସେମ୍ବର ୩୧: ବ୍ରଜର।ଜନଗର ବିଧ।ୟକ, ବରିଷ୍ଠ ବିଜେଡି ନେତ। କିଶୋର ମହ।ନ୍ତିଙ୍କ ପରଲୋକ । ହୃଦଘ।ତ ଜନିତ ଚିକିତ୍ସ। ବେଳେ ତାଙ୍କର ପରଲୋକ ଘଟିଥିବ। ସୂଚନ। ମିଳିଛି। ସେ ଏକ ଶୋକ ସଭାକୁ ଯାଇଥିବା ବେଳେ ସେଠାରେ ଅସୁସ୍ଥ ମନେ କରିଥିଲେ । ତେବେ ଝ।ରସୁଗୁଡ଼।ର ଏକ ଘରୋଇ ମେଡିକ।ଲରେ ଚିକିତ୍ସ।ଧୀନ ଅବସ୍ଥ।ରେ ତ।ଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସ୍ୱର୍ଗତ କିଶୋର ମହ।ନ୍ତି ଝ।ରସୁଗୁଡ଼।ରୁ ୩ ଥର ବିଧ।ୟକ ହୋଇଥିବା ବେଳେ ଚଳିତ ଥର ସେ […]
Read More...
ରାଜନୀତି  ଓଡ଼ିଶା 

କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ: ବିଜେଡିରେ ଯୋଗ ଦେବେ

କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ: ବିଜେଡିରେ ଯୋଗ ଦେବେ ଭୁବନେଶ୍ୱର: ଡିସେମ୍ବେର ୦୬: ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି । ଦଳ ଛାଡ଼ିବା ପରେ ସେ ବିଜେଡିରେ ଯୋଗ ବୋଲି ସୂଚନା ମିଳିଛି । ସେ ଚଳିତ ମାସ ୧୦ ତାରିଖରେ ବିଜେଡିରେ ଯୋଗ ଦେବେ । ତେବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ […]
Read More...

Advertisement