Bijoy Mohanty Odiya Film
ଓଡ଼ିଶା 

ପଞ୍ଚଭୂତରେ ଲୀନ ହେଲେ ବିଜୟ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର

ପଞ୍ଚଭୂତରେ ଲୀନ ହେଲେ ବିଜୟ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର ଭୁବନେଶ୍ୱର : ଜୁଲାଇ ୨୧: ଓଡିଆ ଚଳଚିତ୍ର ଜଗତର ମୁକୁଟ ବିହୀନ ସମ୍ରାଟ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି । ଅଗଣିତ ପ୍ରଶଂସକ, କଳାକାର, ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ ସାଧାରଣ ଜନତାଙ୍କ ଦୂର ଉପସ୍ଥିତିରେ ଭୁବନେଶ୍ୱର ସତ୍ୟନଗରର ମଶାଣୀରେ ଶେଷ କୃତ୍ୟ ସଂପର୍ଣ୍ଣ ହୋଇଛି । ତାଙ୍କ ଜ୍ୱାଇଁ ମୁଖାଗ୍ନି ଦେଇଥିଲେ । ଭୁବନେଶ୍ୱର କେୟାର ହସ୍ପିଟାଲରୁ ବିଜୟଙ୍କ ମରଶରୀରକୁ ପ୍ରଥମେ ରସୁଲଗଡ ସ୍ଥିତ ବାସଭବନକୁ ନିଆଯାଇଥିଲା । ପରିବାର […]
Read More...

Advertisement