Bijay Mohanty
ଓଡ଼ିଶା 

ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି ଭୁବନେଶ୍ୱର : ଜୁନ ୧୪: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆସି ରବିବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସିଧାସଳଖ କେୟାର ହସ୍ପିଟାଲକୁ ନିଆଯାଇଛି । ଗତ ୨୭ତାରିଖରେ ବିଜୟ ତାଙ୍କ ଝିଅ ଘର ହାଇଦ୍ରାବାଦ୍‌ ଯାଇଥିଲାବେଳେ ଅସୁସ୍ଥ ହୋଇପଡିଥିଲେ ଓ ସେଠାରେ ଚିକିତ୍ସିତ ମଧ୍ୟ ହେଉଥିଲେ । ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ ଭୁବନେଶ୍ୱର ଅଣାଯାଇପାରୁନଥିଲା । ତେବେ ଶନିବାର ଦିନ ଏକ […]
Read More...
ଓଡ଼ିଶା 

ରବିବାର ଭୁବନେଶ୍ୱରରେ ପହଞ୍ଚିବେ ଅଭିନେତା ବିଜୟ ମହାନ୍ତି

ରବିବାର ଭୁବନେଶ୍ୱରରେ ପହଞ୍ଚିବେ ଅଭିନେତା ବିଜୟ ମହାନ୍ତି ଭୁବନେଶ୍ୱର :ଜୁନ ୧୩: ଝିଅ ଘରକୁ ବୁଲିବାକୁ ଯାଇ ୨୭ତାରିଖରେ ହାଇଦ୍ରାବାଦ୍‌ ଠାରେ ଅସୁସ୍ଥ ହୋଇଥିବା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଉଛି । ବର୍ତ୍ତମାନ ସେ ସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରୀ ଟିମ୍‌ ଭୁବନେଶ୍ୱର ଆଣୁଛନ୍ତି । ଗତ ୨୭ ତାରିଖରୁ ଅସୁସ୍ଥ ହୋଇପଡିଥିବା ଅଭିନେତା ବିଜୟ ଲକଡାଉନ କାରଣରୁ ଓଡିଶା ଫେରିପାରୁନଥିଲେ । ତେବେ ଭୁବନେଶ୍ୱର ସାଂସଦ ଅପରାଜୀତା ଶଡଙ୍ଗୀଙ୍କ ଉଦ୍ୟମରେ […]
Read More...
ଓଡ଼ିଶା 

ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ହସ୍ପିଟାଲ ରେ

ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ହସ୍ପିଟାଲ ରେ ଭୁବନେଶ୍ୱର: ମେ ୨୭: ଓଡ଼ିଆ ଚଳଚିତ୍ର ଜଗତ ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଏବେ Hyderabad ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି l ଗତକାଲି ତାଙ୍କର ହୃଦଘାତ ହେବା ଯୋଗୁଁ, ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି l Hyderabad ରେ ରହୁଥିବା ତାଙ୍କ ଝିଅଙ୍କ ଘର କୁ ସେ ଗତ ମାସ ରେ ଯାଇଥିଲେ l ବିଶ୍ୱସ୍ତ ସୂତ୍ର ରୁ ପ୍ରକାଶ ଯେ, ଏବେ […]
Read More...

Advertisement