bijaendra prashad
ରାଜନୀତି 

ପିଟି ଉଷାଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ପିଟି ଉଷାଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି ନୂଆଦିଲ୍ଲୀ: ଜୁଲାଇ ୦୭: ସଂସଦର ଉଚ୍ଚ ସଦନକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା । ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲିୟା ରାଜା, ପ୍ରସିଦ୍ଧ ସିନେ ନିର୍ମାତା ବିଜେୟେନ୍ଦ୍ର ପ୍ରସାଦ ଓ ବିଶିଷ୍ଟ ସମାଜସେବୀ ବୀରେନ୍ଦ୍ର ହେଗେଡେ । ରାଜ୍ୟସଭାକୁ ମନୋନୀତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
Read More...

Advertisement