bigB ODIA news
ମନୋରଞ୍ଜନ 

ବିଗ୍‌ ବିଙ୍କ କବିତା ପାଠ

ବିଗ୍‌ ବିଙ୍କ କବିତା ପାଠ ପରଦାରେ ବିଗ୍‌ ବିଙ୍କ କବିତା ଆବୃତ୍ତି ଦୀର୍ଘ ୪୦ ବର୍ଷ ପରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ପରଦାରେ କବିତା ପାଠ କରୁଥିବା ନଜର ଆସିବେ । ଏହାପୂର୍ବରୁ କଭି କଭି ଏବଂ ସିଲ୍‌ସିଲା ପରି ଫିଲ୍ମରେ ଅମିତାଭ ବଚ୍ଚନ ନିଜ ସ୍ୱରରେ ଯେତେବେଳେ କବିତା ପଢ଼ିଥିଲେ ସେତେବେଳେ ଶ୍ରୋତାମାନେ ଏହାକୁ ଖୁବ ପସନ୍ଦ କରିଥିଲେ । ଆଉ ଏବେ ପୁଣି ଥରେ ଦର୍ଶକଙ୍କୁ ଏହି ସୁଯୋଗ ମିଳିବାକୁ ଯାଉଛି । ଖୁବଶୀଘ୍ର ଅମିତାଭ ତାଙ୍କ ଆଗାମୀ […]
Read More...

Advertisement