Big B
ମନୋରଞ୍ଜନ  ଦେଶ- ବିଦେଶ 

ସୁସ୍ଥ ହେଲେ ଅମିତାଭ ବଚ୍ଚନ

ସୁସ୍ଥ ହେଲେ ଅମିତାଭ ବଚ୍ଚନ ଭୁବନେଶ୍ୱର : ଅଗଷ୍ଟ ୨: କରୋନାରୁ ସୁସ୍ଥ ହୋଇଛନ୍ତି ବିଗ୍‌ବି ତଥା ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ । ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଫେରିଛନ୍ତି ସେ । ‘ବିଗ୍‌ ବି’ଙ୍କ ପୁତ୍ର ଅଭିଷେକ ବଚ୍ଚନ ଏ ସଂପର୍କରେ ଟ୍ୱିଟ୍‌ ସେୟାର୍‌ କରି ଲେଖିଛନ୍ତି ସଦ୍ୟତମ କୋଭିଡ୍‌-୧୯ ପରୀକ୍ଷାରେ ମୋ ବାପା ନେଗେଟିଭ୍‌ ଆସିଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଛି । ସମ୍ପ୍ରତି ସେ ଘରେ ଅବସ୍ଥାନ କରି ବିଶ୍ରାମ ନେବେ । ତାଙ୍କ […]
Read More...

Advertisement