bidhansabha speaker and all mla will visit chillika
ଓଡ଼ିଶା 

ଚିଲ୍ଲିକା ବୁଲି ଯିବେ ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ

ଚିଲ୍ଲିକା ବୁଲି ଯିବେ ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଭୁବନେଶ୍ୱର: ଅପ୍ରେଲ ୧୫: ଚିଲ୍ଲିକା ବୁଲିଯିବେ ସରକାରୀ ବାବୁ । ବିଧାନସଭାର ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଚିଲ୍ଲିକା ବୁଲିବା ନେଇ ସୂଚନା ରହିଛି । ସେଠାରେ ମା କାଳିଜାଇଙ୍କୁ ଦର୍ଶନ ପରେ ନୌସେନା ଦ୍ୱାରା ଚିଲ୍ଲିକାରେ ହେବାକୁଥିବା ସ୍ୱତନ୍ତ୍ର ସମରାଭ୍ୟାସକୁ ଦେଖିବେ। ଏହାପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଧାନସଭାରୁ ସ୍ୱତନ୍ତ୍ର ବସ ଦ୍ୱାରା ଚିଲ୍ଲିକା ଯିବେ ବିଧାୟକ। ସୂଚନାଯୋଗ୍ୟ, ୨୦୨୦ ମସିହାରେ ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ପାରାଦ୍ୱୀପ […]
Read More...

Advertisement