bidens-announcement
ବିଶ୍ବ 

ଋଷକୁ ବୁଦ୍ଧି ଶିଖାଇବା ପାଇଁ ବିଡେନଙ୍କ ଘୋଷଣା

ଋଷକୁ ବୁଦ୍ଧି ଶିଖାଇବା ପାଇଁ ବିଡେନଙ୍କ ଘୋଷଣା ଆମେରିକା: ୟୁକ୍ରେନ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଋଷର ଅର୍ଥନୀତି ଉପରେ କଡା ଟକ୍କର ଦେଇ ରାଷ୍ଟ୍ରପତି ଜୋ ବିଡେନ ଋଷର ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ନେବାପାଇଁ ଜେଲେନସ୍କି ଯୁକ୍ତରାଷ୍ଟ୍ର ଏବଂ ପାଶ୍ଚାତ୍ୟ ଅଧିକାରୀଙ୍କୁ ନିବେଦନ କରିଥିଲେ । ଶକ୍ତି ରପ୍ତାନିରେ ଏହାର ଆର୍ଥିକ କ୍ଷେତ୍ର ଉପରେ କଠୋର ପ୍ରତିବନ୍ଧକ ସତ୍ତେ୍ୱ ନଗଦ ପ୍ରବାହର ମାତ୍ରା ବଳବତ୍ତର ରହିଛି । ତେବେ ବିଡେନ ଏହି ପଦକ୍ଷେପ ଘୋଷଣା […]
Read More...

Advertisement