Bhubaneswar News
ଜିଲ୍ଲା  ଓଡ଼ିଶା 

ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭୁବନେଶ୍ୱର: ମେ ୦୬: ୪ ବର୍ଷ ପାଇଁ ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସେ ଜଣେ ଫକିର ମୋହନ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସ ଅଟନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ୩୬ ବର୍ଷର ଅଭିଜ୍ଞତା ରହିଛି । ଏହାସହ ପ୍ରଫେସର ଭାବେ ସେ ୧୨ ବର୍ଷ କାର୍ଯ୍ୟ କରିଛନ୍ତି ।
Read More...
ସ୍ୱାସ୍ଥ  ଓଡ଼ିଶା 

ଟୁଇନ୍‌ ସିଟିରେ କ୍ରମାଗତ ବଢ଼ୁଛି ଡ଼େଙ୍ଗୁ

ଟୁଇନ୍‌ ସିଟିରେ କ୍ରମାଗତ ବଢ଼ୁଛି ଡ଼େଙ୍ଗୁ ଭୁବନେଶ୍ୱର: ଜୁଲାଇ ୩୧: ଟୁଇନ୍‌ ସିଟି କଟକ ଓ ଭୁବନଶେ୍ୱରରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲକ୍ଷ୍ୟ କରାଯାଉଛି । ୨୪ ଘଣ୍ଟାରେ କଟକରେ ୮ ନୂଆ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ୨୩ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । କଟକ ଏସ୍‌ସିବି ମେଡିକାଲ୍‌ରେ ନୂଆ ଡ଼େଙ୍ଗୁ ୱାର୍ଡ ଖୋଲାଯାଇଛି । ଭୁବନେଶ୍ୱର ମୁନିସିପାଲ୍‌ କର୍ପୋରେସନ୍‌ର ସମସ୍ତ ୱାର୍ଡ଼ରେ ସଫେଇ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି, ସେହିପରି ସଚେତନତା କାର୍ଯ୍ୟ ଉପରେ […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସେଥିମଧ୍ୟରୁ ୨୩ ଲୋକାଲ କେଶ

ଭୁବନେଶ୍ୱରରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସେଥିମଧ୍ୟରୁ ୨୩ ଲୋକାଲ କେଶ ଭୁବନେଶ୍ୱର: ଜୁନ ୨୯: ଭୁବନେଶ୍ୱର ରୁ ୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଚିନ୍ତାର ବିଷୟ ହେଇଉଛି, ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଅଂଚଳର I ମାତ୍ର ୨ ଜଣ ହୋମ କ୍ଵାରାଣ୍ଟIଇନ ରେ ଥିଲେ I ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ମଞ୍ଚେଶ୍ଵର ଅଞ୍ଚଳରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଓ ଚକେଇସିଆଣି ହାଡ଼ବାଇ ବସ୍ତି ଅଞ୍ଚଳରୁ ୨ଚିନ୍ହଟ ହେଇଛନ୍ତି I […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ୧୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ହେଲା

ଭୁବନେଶ୍ୱରରେ ୧୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ହେଲା ଭୁବନେଶ୍ୱର: ଜୁନ ୧୪: ଭୁବନେଶ୍ୱର ରେ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ପାଟିଆ ର ଶ୍ରୀବିହାର ଅଂଚଳର ଜଣେ କରୋନା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସି ୩ ଜଣ ବ୍ୟକ୍ତି ସଂକ୍ରମିତ ହେଇଛନ୍ତି I ସେମାନଙ୍କ ମଧ୍ୟରେ ୩୧ବର୍ଷୀୟ ପୁରୁଷ, ୬୫ବର୍ଷୀୟ ପୁରୁଷ ଓ ୫୮ବର୍ଷୀୟ ମହିଳା ରହିଛନ୍ତି । ଜୟଦେବ ବିହାର ଅଂଚଳର ଜଣେ ୭୧ ବର୍ଷ ବୟଷ ର ମହିଳା ଏବଂ ୭୨ ବର୍ଷ ବୟଷ ର ପୁରୁଷ […]
Read More...
ଓଡ଼ିଶା 

ମାନିଲେନି ସାମାଜିକ ଦୂରତା; ଭୁବନେଶ୍ୱର ମାର୍କେଟ୍‌ ବିଲଡିଂ ସିଲ

ମାନିଲେନି ସାମାଜିକ ଦୂରତା; ଭୁବନେଶ୍ୱର ମାର୍କେଟ୍‌ ବିଲଡିଂ ସିଲ ଭୁବନେଶ୍ୱର : ଜୁନ ୧୨:ରଜ ପାଇଁ ହାଉଜାଉ । ମାନିଲେନି ସାମାଜିକ ଦୂରତା । ଫଳସ୍ୱରୂପ ସିଲ୍‌ ହୋଇଛି ଭୁବନେଶ୍ୱର ମାର୍କେଟ୍‌ ବିଲଡିଂ। ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ । ରଜ ବଜାରରେ ସାମାଜିକ ଦୂରତା ରକ୍ଷା ପାଇଁ ବାରମ୍ବାର ସତର୍କ କରାଯିବା ସତ୍ତେ୍ୱ ଶୁକ୍ରବାର ମାର୍କେଟ ବିଲଡିଂରେ ହୋଇଥିଲା ପ୍ରବଳ ଜନଗହଳି । ଦୋକାନ ଗୁଡ଼ିକରେ ଅସମ୍ଭବ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ତ ଦୂରର କଥା ଜିନିଷପତ୍ର କିଣିବା ପାଇଁ ଏକ ପ୍ରକାର […]
Read More...
ଓଡ଼ିଶା 

କୋଭିଡ-୧୯: ନାଗରିକଙ୍କୁ ବାଟ କଢ଼ାଇବ ‘ସଚେତକ୍‌ ଆପ’, ଡାକ୍ତରଙ୍କ ପରାମର୍ଶ, ଅସୁବିଧାରେ ମିଳିବ ସହାୟତା

କୋଭିଡ-୧୯:  ନାଗରିକଙ୍କୁ ବାଟ କଢ଼ାଇବ ‘ସଚେତକ୍‌ ଆପ’,  ଡାକ୍ତରଙ୍କ ପରାମର୍ଶ, ଅସୁବିଧାରେ ମିଳିବ ସହାୟତା ଭୁବନେଶ୍ୱର : କରୋନା ସଂକ୍ରମଣରେ ସବୁ ବର୍ଗର ନାଗରିକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ରୋଗୀ ଏବଂ ବୃଦ୍ଧବୃଦ୍ଧାଙ୍କ ଯନିର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏକ ସଚେତକ ଆପ୍‌ ଲୋକାର୍ପଣ ହୋଇଛି । ବିଶେଷ କରି ରୋଗୀଙ୍କୁ ଏହି ଆପ୍‌ ସହାୟକ ହେବ । କୋଭିଡ-୧୯ ମହାମାରୀ ସହିତ ଲଢ଼ିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ.ର ମିଳିତ ସହଯୋଗରେ ସଚେତକ ଆପ୍‌ ନାମକ ଏକ ମୋବାଇଲ୍‌ ଆପ୍ଲିକେସନ୍‌ ଲୋକାର୍ପଣ ହୋଇଛି […]
Read More...

Advertisement