Bhubaneswar Municipal Corporation
ଓଡ଼ିଶା 

ଆସନ୍ତା ୧୨ରେ ଖୋଲିବ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତା ୧୨ରେ ଖୋଲିବ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଭୁବନେଶ୍ୱର: ଫେବୃଆରୀ ୦୮: ଆସନ୍ତା ୧୨ ତାରିଖରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ହିନ୍ଦୁ ମନ୍ଦିର ସମେତ ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । କୋଭିଡ୍‌ କଟକଣା ମଧ୍ୟରେ ଏହିପରି ନିଷ୍ପତ୍ତି ନେଇଛନ୍ତି ବିଏମ୍‌ସି । ତେବେ ସଂପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ହିଁ କେବଳ ଦର୍ଶନ କରିପାରିବେ ବୋଲି ନିୟମ ରହିଛି । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ କିମ୍ବା ଏହାର […]
Read More...
ଓଡ଼ିଶା 

କୋଭିଡ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଫାଇନ୍‌: ବିଏମ୍‌ସି

କୋଭିଡ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଫାଇନ୍‌: ବିଏମ୍‌ସି ଭୁବନେଶ୍ୱର: ଜାନୁଆରୀ ୧୦: ଦିନକୁ ଦିନ କରୋନା ବଢ଼ି ଚାଲୁଛି । ଲୋକମାନଙ୍କର ଅସାବଧାନତା ଯୋଗୁଁ ଅଧିକ କରୋନା ବ୍ୟାପୁଛି । ଏଣୁ ଏବେ କରୋନା ନିୟମ ଭାଙ୍ଗିଲେ କ୍ଷମା ନାହିଁ ବୋଲି ବିଏମ୍‌ସି କହିଛି । ଏହାସହିିତ କରୋନା ନିୟମ ଖିଲାପ କଲେ ୫୦୦ ଟଙ୍କା ଫାଇନ୍‌ ଗଣିବେ ବୋଲି ବିଏମ୍‌ସି ପ୍ରକାଶ କରିଛି । କୋଭିଡ୍‌ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ଆପଣଙ୍କ […]
Read More...
ଓଡ଼ିଶା 

ଜେଇଇ/ ନିଟ୍‌ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା; ଭୁବନେଶ୍ୱରର ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ସୁବିଧା

ଜେଇଇ/ ନିଟ୍‌ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା; ଭୁବନେଶ୍ୱରର ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ସୁବିଧା ଭୁବନେଶ୍ୱର : ଅଗଷ୍ଟ ୩୦: ଭୁବନେଶ୍ୱରରେ ପରୀକ୍ଷା ଦେବାକୁ ଥିବା ୧୬ ହଜାର ପିଲାଙ୍କ ପାଇଁ ବ୍ୟବସ୍ଥା । ସମସ୍ତ କେନ୍ଦ୍ରରେ ମୋବାଇଲ ଟିମ୍‌, ପୋଲିସ ଟିମ୍‌, ସାନିଟାଇଜିଂ ବ୍ୟବସ୍ଥା ରହିବ । ପିଲାଙ୍କ ସ୍ୱାସ୍ଥ୍ୟ ଓ ପରୀକ୍ଷା ସମ୍ବର୍କିତ ସମସ୍ୟାର ସମାଧାନ କରାଯିବ । କେନ୍ଦ୍ର ବାହାରେ ଭିଡ଼କୁ ଏଡ଼ାଇବା ପାଇଁ ମାଇକ ଯୋଗେ ସଚେତନ କରାଯିବ । ତେବେ ରହଣି କେନ୍ଦ୍ରରେ ବିଏମସି ସଫେଇ କରିବ ବୋଲି ବିଏମସି କମିଶନର କହିଛନ୍ତି । ପରୀକ୍ଷା […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୬୪ ଏବଂ କଟକ ରେ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ରେ ୬୪ ଏବଂ କଟକ ରେ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୧୨: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, କଟକ ମହାନଗର ନିଗମ ଅଂଚଳରେ ଆଜି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ର ୬୪ ଟି କେଶ ମଧ୍ୟରୁ ୩୬ ଜଣ Quarantine ରେ ଥିଲେ ଏବଂ ୨୮ ଟି ଲୋକାଲ କେଶ I କଟକ ର ୯ ଟି କେଶ ମଧ୍ୟରୁ, ୮ ଜଣ Institutional Quarantine ରେ ଏବଂ […]
Read More...
ଓଡ଼ିଶା 

ଭୁବନେଶ୍ୱର ରେ ୩୮ ଏବଂ କଟକ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ରେ ୩୮ ଏବଂ କଟକ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୧୧: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ରେ ଚିହ୍ନଟ ହେଲେ ୩୮ ଜଣ ନୂଆ କରୋନା ଆକ୍ରାନ୍ତ I ସେହିପରି, କଟକ ମହାନଗର ନିଗମ ଅଂଚଳରେ ରେ ଆଜି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ରେ ଚିହ୍ନଟ ହେଇଥିବା ୩୮ ଟି କେଶ ମଧ୍ୟରୁ, ୨୬ ଟି Quarantine କେଶ ଥିବାବେଳେ ୧୨ ଟି ଲୋକାଲ କେଶ ବୋଲି ଭୁବନେଶ୍ୱର ନହାନଗର ନିଗମ ର ଟ୍ୱଇଟ ରୁ ଜଣାଯାଇଛି […]
Read More...
ଓଡ଼ିଶା 

ରାଜଧାନୀକୁ ବାହାର ଶ୍ରମିକ ମନା; ଆସିଲେ ସଙ୍ଗରୋଧ

ରାଜଧାନୀକୁ ବାହାର ଶ୍ରମିକ ମନା; ଆସିଲେ ସଙ୍ଗରୋଧ ଭୁବନେଶ୍ୱର : ଜୁଲାଇ ୦୩:ରାଜଧାନୀକୁ ବାହାର ଶ୍ରମିକ ମନା । ଅନ୍ୟ ରାଜ୍ୟ କିମ୍ବା ଜିଲ୍ଲାରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ । ଲକ୍ଷଣ ଦେଖା ଦେଲେ କଣ୍ଟ୍ରାକଫର ନିଜ ଖର୍ଚ୍ଚରେ କୋଭିଡ୍‌ ପରୀକ୍ଷା କରାଇବେ । ତାପରେ ନିର୍ମାଣ କାର୍ଯ୍ୟରେ ଲଗାଇବେ । କଣ୍ଟ୍ରାକଫର ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଭଳିି ରୋକ୍‌ଠୋକ ଶୁଣାଇଛି ବିଏମ୍‌ସି । ଉତ୍ତର ପ୍ରଦେଶରୁ ଆସିଥିବା ୩୪ଜଣ ଶ୍ରମିକ କରୋନା ସଂକ୍ରମିତ ହେବା ପରେ ବିଏମ୍‌ସିର ଚେତା ପଶିଛି […]
Read More...
ଓଡ଼ିଶା 

ଭୁବନେଶ୍ୱରରେ ୭ ଆକ୍ରାନ୍ତ, ୪ ରେଳ କର୍ମଚାରୀ

ଭୁବନେଶ୍ୱରରେ ୭ ଆକ୍ରାନ୍ତ, ୪ ରେଳ କର୍ମଚାରୀ ଭୁବନେଶ୍ୱର : ଜୁନ ୧୯:ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସହରରେ ଥିବା ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ବି ହେଉଛନ୍ତ। ଶକ୍ରବାର ଭୁବନେଶ୍ୱରରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ରେଳ କର୍ମଚାରୀ ଅଛନ୍ତି । ଆଜି ବି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ୨୮ ବର୍ଷିୟ ପୁରୁଷ। ସେ ଚନ୍ଦ୍ରଶେଖରପୁର ହାଉସିଂ […]
Read More...
ଓଡ଼ିଶା 

ବିଏମ୍‌ସରେ କୋକୁଆ ଭୟ: ପ୍ଲାନିଂ ବିଭାଗ ସିଲ୍‌: ଅଫିସ ସାନିଟାଇଜ ହେଲା

ବିଏମ୍‌ସରେ କୋକୁଆ ଭୟ:  ପ୍ଲାନିଂ ବିଭାଗ ସିଲ୍‌: ଅଫିସ ସାନିଟାଇଜ ହେଲା ଭୁବନେଶ୍ୱର(ସବୁ୍ୟ): ବିଏମ୍‌ସିରେ କରୋନାକୁ ନେଇ କୋକୁଆ ଭୟ । ବିଭିନ୍ନ ବିଭାଗରେ ଏହାକୁ ନେଇ ଆଲୋଚନା ବି ଆରମ୍ଭ ହୋଇଛି । ଦୁଇଦିନ ହେବ ପ୍ଲାନିଂ ବିଭାଗ ବନ୍ଦ ଏବଂ ସାନିଟାଇଜ ହେବା ନେଇ କର୍ମଚାରୀଙ୍କ ମହଲରେ ସନ୍ଦେହ ଦୃଢ଼ିଭୂତ ହେଉଛି । କଳ୍ପନା ସ୍ଥିତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଜଣେ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । କିଛିଦିନ ହେବ ଉକ୍ତ କର୍ମଚାରୀ ଜଣଙ୍କୁ ଛିଙ୍କ […]
Read More...
ଓଡ଼ିଶା 

ବିଏମ୍‌ସିରେ ଅମ୍ପନ୍‌ ପ୍ରସ୍ତୁତି ବୈଠକ: ଭୁବନେଶ୍ୱରରେ ପ୍ରଭାବ ଓ ମୁକାବିଲା ନେଇ ଆଲୋଚନା

ବିଏମ୍‌ସିରେ ଅମ୍ପନ୍‌ ପ୍ରସ୍ତୁତି ବୈଠକ: ଭୁବନେଶ୍ୱରରେ ପ୍ରଭାବ ଓ ମୁକାବିଲା ନେଇ ଆଲୋଚନା Edited by Papu Mohanty ଭୁବନେଶ୍ୱର (ସବୁ୍ୟ): May 18: ଭୁବନେଶ୍ୱର ମହାନଗର ନିଗମରେ ଅମ୍ପନ ପାଇଁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘନିଭୂତ ହେଉଥିବା ମହାବାତ୍ୟା ଅମ୍ପନ୍‌ ପାଇଁ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍‌ସିର କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶାର ଉପକୂଳରେ ଉତର […]
Read More...
ଓଡ଼ିଶା 

ସାମାଜିକ ଦୂରତ୍ୱକୁ ଫୁ: ବନ୍ଦ ହେଲା ବାପୁଜୀନଗର ମାର୍କେଟ

ସାମାଜିକ ଦୂରତ୍ୱକୁ ଫୁ: ବନ୍ଦ ହେଲା ବାପୁଜୀନଗର ମାର୍କେଟ Edited by Papu Mohanty ଭୁବନେଶ୍ୱର, (ସବୁ୍ୟ): May 12: କହିଲେ ଶୁଣୁନାହାନ୍ତି, ଫାଇନ ସତ୍ତେ୍ୱ ବି ମାନୁନାହାନ୍ତି ଦୋକାନୀ । ସରକାରୀ ଗାଇଡ୍‌ଲାଇନକୁ କରିଦେଇଛନ୍ତି ନଷ୍ଟଭ୍ରଷ୍ଟ । ଦାକାନ ଆଗରେ ବି ଅସମ୍ଭାଳ ଭିଡ଼ ହେଉଛି । ଏହି ନିୟମକୁ ଉଭୟ ଦୋକାନୀ ଓ ଗ୍ରାହକ ପାଦରେ ଦଳିଦେଉଛନ୍ତି । ଯେଉଁଥିପାଇଁ ମଙ୍ଗଳବାର ବାପୁଜୀନଗର ମାର୍କେଟକୁ ପ୍ରଶାସନ ବନ୍ଦ କରିଦେଇଛି । କାରୋନା ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଗାଇଡଲାଇନ୍‌ ଅନୁପାଳନ କରୁନାହାନ୍ତି ବ୍ୟବସାୟୀ […]
Read More...
ଓଡ଼ିଶା 

ଭୁବନେଶ୍ୱର ତିନି ପ୍ରବେଶ ପଥରେ ହେବ ସ୍କି୍ରନିଂ ଆଶ୍ରମ, ତପୋବନ ସ୍କୁଲ, କୃପାଜଳ ଇଞ୍ଜିନିୟରିଂ କଲେଜରେ ହୋଇଛି ବ୍ୟବସ୍ଥା

ଭୁବନେଶ୍ୱର ତିନି ପ୍ରବେଶ ପଥରେ ହେବ ସ୍କି୍ରନିଂ ଆଶ୍ରମ, ତପୋବନ ସ୍କୁଲ, କୃପାଜଳ ଇଞ୍ଜିନିୟରିଂ କଲେଜରେ ହୋଇଛି ବ୍ୟବସ୍ଥା Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 10/05: ରାଜ୍ୟକୁ ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟରୁ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । କରୋନା ସଂକ୍ରମଣ ରୋକିବା ଲାଗି ଭୁବନେଶ୍ୱରର ତିନି ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହୋଇଛି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରାଜଧାନୀରେ ପ୍ରବେଶ କରିବାକୁ ଥିବା ପ୍ରବାସୀଙ୍କୁ ସହରର ତିନୋଟି ସ୍ଥାନରେ ସ୍କ୍ରିନିଂ କରାଯିବ […]
Read More...

Advertisement